ଦେଶ

ଯେତେବେଳେ ଘରେ ଟଙ୍କାର ଅଭାବ ହେବାକୁ ଲାଗିବ ତ ବାସ କରନ୍ତୁ ଏହି 1 କାମ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ ।

ଆଜି ଆମେ ଯଦି ଆମ ଘରେ ପଇସା ର ଅଭାବ କିମ୍ବା ଘରେ କୌଣସି ଅସୁବିଧା ହେଉଥିଲେ ତାହାର ସମାଧାନ କିପରି କରି ପାରିବା ଏବଂ ସମୃଦ୍ଧି କିପରି ପାଇଁ ପାରିବେ ସେ ସମ୍ବନ୍ଧରେ ଆଲୋଚନା କରିବା । ତେବେ ଆସନ୍ତୁ ସେହି ଉପାୟ ଗୁଡିକ କଣ ସେ ବିଷୟରେ ଜାଣି ନେଵା ।

ଦୁନିଆ ରେ ଏଭଳି କିଏ ନାହିଁ ଯିଏ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଚାହୁଁ ନଥିବ । ପ୍ରତ୍ୟେକ ମଣିଷ ନିଜ ଜୀବନରେ ବହୁତ ଧନ ଲାଭ କରିବା ପାଇଁ ଚାହୁଁଥାଏ । କାରଣ ଧନ ବିନା ଜୀଵନ ସମ୍ଭବ ନୁହେଁ । ଧନ ବିନା ଆମେ ସୁଖ ସୁବିଧା ର ଜିନିଷ ମଧ୍ୟ ପାଇଁ ପାରିବୁ ନାହିଁ । ଏହା ଛଡା ଏଭଳି କିଛି ମନୁଷ୍ୟର ଥାଆନ୍ତି ଯିଏ ନିଜ ଜୀବନରେ ଧନ ତ ବହୁତ ରୋଜଗାର କରିଥାନ୍ତି କିନ୍ତୁ ତାଙ୍କ ପାଖରେ ଧନ ରୁହେ ନାହିଁ । ଏହାର କାରଣ ଯୋଗୁଁ ସେ ସର୍ଵଦା ଚିନ୍ତା ରେ ମଧ୍ୟ ରହିଥାନ୍ତି ।

ଆଜି ଆମେ ଏହି ସବୁ ଅସୁବିଧା ରୁ ମୁକ୍ତି ପାଇଁ ଯେଉଁ ଉପାୟ ବିଷୟରେ କହିବୁ ସେହି ଉପାୟ କୁ ଆପଣ ରବିବାର ଦିନ ହିଁ କରିବେ । କାରଣ ରବିବାର ଦିନ ସୂର୍ଯ୍ୟ ଦେଵତାଙ୍କ ଦିନ ଏବଂ ସୂର୍ଯ୍ୟ ଦେବତାଙ୍କୁ ସୁଖ ସମୃଦ୍ଧି ର ଦେଵତା ବୋଲି ମଧ୍ୟ କୁହାଯାଏ । ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହୁଁ ଥିଲେ ରବିବାର ଦିନ ରାତିରେ ଶୋଇଲା ବେଳେ ନିଜ ମୁଣ୍ଡ ପାଖରେ ଏକ ଗିଲାସ କ୍ଷୀର ରଖି ଶୁଆନ୍ତୁ । କିନ୍ତୁ ଗୋଟିଏ କଥା ଉପରେ ଧ୍ୟାନ ଦେବା ଉଚିତ କି ଏହାକୁ ଏହି ସ୍ଥାନରେ ରଖିବା ଉଚିତ ଯେମିତି କି ହାତ ବାଜିବ ନାହିଁ ।

ସକାଳୁ ଉଠି ସ୍ନାନ ସାରି ଏହାକୁ ବବୁଲ ଗଛ ମୂଳରେ ପକାଇଦେବେ । ଏହି ପରି କରିବା ଦ୍ୱାରା ଆପଣଙ୍କ ଘରେ ଧନ ର ଅଭାବ ଦୁର ହେବ । ଓ ଆପଣଙ୍କ ମନକୁ ଶାନ୍ତି ମିଳିବ ।
ରବିବାର ଦିନ କଳା କୁକୁର କୁ ରୁଟି ଖୁଆଇ ଲେ ଆପଣଙ୍କ ର ଅଟକି ରହୁଥିବା କାମ ସଠିକ ଭାବେ ଚାଲିବ । ସକାଳୁ ଜଲଦି ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢ଼ାନ୍ତୁ ଏବଂ ସେହି ଜଳର ଧାରା ରେ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର ସମସ୍ତ ଅସୁବିଧା ଦୁର ହୋଇଯିବ ।

ସକାଳୁ ଶୀଘ୍ର ଉଠି ଏକ ଲାଲ ରେଶମ କପଡା ରେ ଏକୋଇଶ ଟି ଚାଉଳ ବାନ୍ଧନ୍ତୁ ଏବଂ ତାପରେ ମାତା ଲକ୍ଷ୍ମୀ ଙ୍କର ପୂଜା କରି ସେହି ଚାଉଳ କୁ ସେଠି ରଖନ୍ତୁ ଏବଂ ପୂଜା ପରେ ମାତାଙ୍କୁ ନିଜ ମନ କଥାକୁହନ୍ତୁ । ନିଜ ଗୃହ ରେ ସ୍ତ୍ରୀ ମାନଂକୁ ସର୍ଵଦା ସମ୍ମାନ ଏବଂ ଭଲ ପାଇବା ଦିଅନ୍ତୁ ଏଥିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ପ୍ରଦାନ କରିବେ ଏବଂ ସୁଖ ସମୃଦ୍ଧି ମଧ୍ୟ ବଢିବ ।

Related Articles

Leave a Reply

Your email address will not be published. Required fields are marked *

Back to top button