ରାଜନୀତି

ପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦିଅନ୍ତି : ରାଜେନ୍ଦ୍ର ଢୋଲକିଆ – Ibnodisha

[ad_1]

ଭୁବନେଶ୍ୱର : ବାଚସ୍ପତି ନର୍ବାଚନକୁ ନରସିଂହ ମିଶ୍ରଙ୍କ ବୟକଟ ଘୋଷଣା ପ୍ରସଙ୍ଗ | ପ୍ରସଙ୍ଗ ଉପରେ ମତ ରଖିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ | ପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ଵ ଦିଅନ୍ତି କହିଲେ ଢୋଲକିଆ | ପୂର୍ବ କି ପଶ୍ଚିମ ଓଡିଶା କେବେ ଦେଖନ୍ତିନି ରାଜ୍ୟ ସରକାର | ପଶ୍ଚିମ ଓଡିଶା ପ୍ରତି କେବେ ମୁଖ୍ୟମନ୍ତ୍ରୀ ବୈମାତୃଙ୍କ ମନୋଭାବ କରିନାହାନ୍ତି | ବାଚସ୍ପତି ନର୍ବାଚନ ସଂସଦୀୟ ବ୍ୟାପାର ବିଭାଗ କଥା | ସଂସଦୀୟ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ନିହାତି ଅବଗତ କରିଥିବେ | ସେ ଯାହା ନିଷ୍ପତି ନେବେ ତାହା ଅଡିକର କ୍ଷେତ୍ରର କଥା |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button