ରାଜ୍ୟ
ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି – Ibnodisha

[ad_1]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସାଢ଼େ ୫ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ବସୁଥିବା ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯିବ । ୧୦ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକ ଶେଷରେ ଅର୍ଥାତ ସଂନ୍ଧ୍ୟା ୬ ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଉକ୍ତ ବୈଠକରେ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ପ୍ରଥମ ଅତିରିକ୍ତ ବଜେଟ୍ କ୍ୟାବିନେଟ୍ ଅନୁମୋଦନ ଲାଭ କରିବ । ନିର୍ଭରଯୋଗ୍ୟ ସୂତ୍ରରୁ ତାହା ଜଣାପଡ଼ିଛି ।
[ad_2]




