IBN ଓଡ଼ିଶା ବ୍ୟୁରୋ

24 ଘଣ୍ଟା ରେ ବନିଯିବେ କୋଟିପତି, ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, ବଦଳାଇବ ଆପଣଙ୍କ ଭାଗ୍ୟ… କେମିତି ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଯେଉଁ ଗଛ ବିଷୟରେ ତଥ୍ୟ କହିବାକୁ ଯାଉଛୁ ତା ପରେ ଆପଣଙ୍କ ଜୀବନ ପୁରା ବଦଳିଯିବ । ଯଦି ଆପଣ ଗରିବୀ, କଷ୍ଟ, ସମସ୍ଯା, ଦୁର୍ଭାଗ୍ୟ ପାଇଁ ଚିନ୍ତାରେ ଅଛନ୍ତି ତେବେ ଏହି ଗଛର ସଠିକ ତରିକାରେ ପ୍ରୟୋଗ କରି ନିଅନ୍ତୁ । ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ । ଏହି ଗଛ ଆପଣ ଘରର ଆଖପାଖରେ ନିଶ୍ଚୟ ଦେଖିଥିବେ ।

ଏହା ଏକ ଜଙ୍ଗଲି ଗଛ ଭାବିକି ଅଣଦେଖା ବି କରି ଦେଖିଥିବେ । କିନ୍ତୁ ଏହି ଗଛର ଚମତ୍କାରୀ ଗୁଣ ଜାଣିବା ପରେ କେବେବି ଅଣହେଳା କରିବେ ନାହି । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ସଂପୂର୍ଣ୍ଣ ବିବରଣୀ । ତେବେ ଏହି ଗଛର ନାମ ଅଟେ ଅତିବାଲା । ଅତିବାଲାର ମାନେ ହେଉଛି ଯାହାର ଅଧିକ ବଳ ରହିଥାଏ ତାହାକୁ ଅତିବାଲା କୁହାଯାଏ ।

ଆପଣଙ୍କ ଗରିବୀ, ଦାରିଦ୍ର୍ୟତାକୁ ନେଇ ଚିନ୍ତାରେ ଥିଲେ ଏହି ଗଛ ଆପଣଙ୍କୁ ନିଶ୍ଚୟ ସାହାର୍ଯ୍ୟ କରିବ । ଯଦି ଆପଣ କରଜରେ ବୁଡି ରହିଛନ୍ତି, ଧନ ଆସିବାର ମାର୍ଗ ବନ୍ଦ ହୋଇଯାଇଛି ତେବେ ଗୁରୁବାରରେ ୫ଟି ଫୁଲ ଏହି ଗଛରୁ ଆଣନ୍ତୁ । ଏହି ଫୁଲକୁ ସନ୍ଧ୍ୟା ପରେ ଆଣିବାକୁ ହେବ । କୌଣସି ନାଲି କପଡାରେ ବାନ୍ଧି ଶୁକ୍ରବାର ଦିନ ଓସ୍ତ ଗଛ ମୂଳକୁ ଯାଇ ଘିଅର ଦୀପ ଜଳାନ୍ତୁ ।

ଏହା ପରେ ନାଲି କପଡାକୁ ଓସ୍ତ ଗଛ ମୂଳରେ ପୋତି ଦିଅନ୍ତୁ । ଦେଖିବେ ଯଦି ଆପଣଙ୍କର ବ୍ୟାପାର ଚାଲୁନ ଥିଲା ଘୋଡା ପରି ଚାଲିବାକୁ ଲାଗିବ, ଧନ ଆସିବାର ରାସ୍ତା ଖୋଲିଯିବ । ଗୁରୁବାର ଦିନ ଏହି କାର୍ଯ୍ୟ କରିବାକୁ ଚେଷ୍ଟା କରିଛନ୍ତି ତେବେ ଶୁକ୍ରବାରର ଦିନ ଯାହା ଆପଣଙ୍କର ମନସ୍କାମନା ଥିବ ତାହା ପୂରଣ ହେବ ।

ଆଉ ଏକ ଉପାୟ ହେଉଛି ଆପଣଙ୍କ ଘରକୁ ସର୍ବଦା ଧନ ଆସିବା ପାଇଁ । ଖର୍ଚ୍ଚରୁ ମୁକ୍ତି ପାଇଁ, ଘରେ ସମସ୍ତେ ସୁଖ ଶାନ୍ତିରେ ରହିବା ପାଇଁ ଶୁକ୍ରବାର ଦିନ ଏହି ଗଛର ୭ଟି ଫୁଲ ସକାଳୁ ତୋଳି ଆଣନ୍ତୁ । ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଗରେ ବସି ମନ୍ତ୍ର ଜପ କରନ୍ତୁ । ଏହି ୭ଟି ଫୁଲକୁ ନାଲି କପଡାରେ ବାନ୍ଧି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ ।

ବାସ ଏତିକି କରିବା ଦ୍ଵାରା ଆପଣଙ୍କ ଘରକୁ ପଇସା ଆସିବା ଆରମ୍ଭ ହେବ । ନେଗେଟିଭ ଊର୍ଜା ଦୂର ହେବ । ତୃତୀୟ ଉପାୟଟି ହେଉଛି ଆପଣଙ୍କୁ ସୋମବାର ଦିନ ସକାଳୁ ୭ଟା ପୂର୍ବରୁ ଅତିବାଲା ଗଛ ଘରକୁ ଆଣନ୍ତୁ । ଘରେ କଳହ ଲାଗି ରହୁଥିଲା ତେବେ ସୋମବାର ଦିନ ଏହି ଉପାୟ କରନ୍ତୁ । ଏହା ସହ ଘରୁ ନେଗେଟିଭ ଶକ୍ତି ଦୂରେଇ ପଜେଟିଭ ଶକ୍ତିର ବାସ ହୋଇଥାଏ ।

ଆପଣଙ୍କ ଜୀବନରେ କଷ୍ଟ ଦୁର୍ଭାଗ୍ୟରୁ ମୁକ୍ତି ମିଳିବ । ବ୍ୟାପାରରେ କରୁଛନ୍ତି କିନ୍ତୁ ଉନ୍ନତି ହେଉ ନାହି ତେବେ ଅତିବାଲା ଗଛର ୩ଟି ଫୁଲ ନେଇ ବୁଧବାର ଦିନ ଆଣନ୍ତୁ । ଏହି ଫୁଲକୁ ହଳଦିଆ କପଡାରେ ପକାଇ ସିନ୍ଦୁର ପକାଇ ବ୍ୟାପାର ଜାଗାରେ ରଖନ୍ତୁ । ଦେଖିବେ ଏହି ଉପାୟ ଆପଣଙ୍କ ଜୀବନକୁ ବଦଳାଇ ଦେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button