ରାଜ୍ୟ

ଚିତ୍ରୋତ୍ପଳାରେ ଭାସି ଗଲେ ବୃଦ୍ଧା – Ibnodisha

[ad_1]

କେନ୍ଦ୍ରାପଡା: ଚିତ୍ରୋତ୍ପଳାରେ ଭାସି ଗଲେ ବୃଦ୍ଧା । ପାଟକୁରା ଥାନା ଟିକିରାଳି ନିକଟରେ ଗାଧୋଇବା ବେଳେ ଭାସିଗଲେ ବୃଦ୍ଧା । ତେବେ ଘଟଣାସ୍ଥଳରେ ପହଂଚିଁ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ କିଭଳି ବୃଦ୍ଧା ଜଣକ ଭାସିଗଲେ ଓ ଏପରି ଅଘଟଣ ଘଟିଲା ଘଟଣାର କାରଣ ଅସ୍ପଷ୍ଟ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button