ରାଜ୍ୟ
ଘାଟିରୁ ଖସିଲା ସ୍କୁଲ ବସ୍: ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ – Ibnodisha

[ad_1]
ଭୁବନେଶ୍ୱର: ବସ୍ ଓଲଟି ପିଇଟି ଶିକ୍ଷକଙ୍କ ମୃତ୍ୟୁ ଫଳରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବସ୍ । ମୃତକ ସ୍ୱାମୀ ବିମେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ବୋଲି ଜଣାପଡିଛି । ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍ ।
[ad_2]




