ରାଜ୍ୟ

ବୃଦ୍ଧାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ ସୁନା ଅଳଙ୍କାର – Ibnodisha

[ad_1]

ବାଲେଶ୍ୱର : ବୃଦ୍ଧାଙ୍କୁ ଆକ୍ରମଣ କରି ଘରୁ ସୁନା ଗହଣା ଲୁଟିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଗୋପାଳପୁର ଥାନା ଜୁଣିଆ ବଜାର ଅଞ୍ଚଳରେ ଘଟିଥିବା ନେଇ ବୁଧବାର ଖବର ମିଳିଛି। ଜୁଣିଆ ବଜାର ସ୍ଥିତ ଏକ ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ବୃଦ୍ଧାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଛନ୍ତି। ବୃଦ୍ଧା ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button