IBN ଓଡ଼ିଶା ଏକ୍ସକ୍ଲୁସିଭ୍
    1 hour ago

    ଭୟଙ୍କର ରୁ ଭୟଙ୍କର ଥଣ୍ଡା କେବଳ 1 ଦିନରେ ଭଲ ହେବ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର (Health Tips)

    ନମସ୍କାର ବନ୍ଧୁଗଣ, ଥଣ୍ଡା ଏକ ସାଧାରଣ ରୋଗ ହେଲେ ମଧ୍ୟ ଏକ ଚିନ୍ତାର କରଣ ଅଟେ । ସବୁବେଳେ ଦେହରେ…
    IBN ଓଡ଼ିଶା ବ୍ୟୁରୋ
    1 hour ago

    ଫେବୃୟାରୀ 1 ରେ ଭୟଙ୍କର ଘଟଣା, ରାତି ହୋଇଯିବ ଦିନ ! ମାଳିକାରେ ଏନେଇ ରହିଛି କି ସୂଚନା ?

    ନମସ୍କାର ବନ୍ଧୁଗଣ, ମାଳିକାର କିଛି କଥା ମଣିଷ ମନରେ ବହୁତ ଭୟ ଆଣି ଦେଉଛି । କାରଣ ଦିନ ଥିଲା…
    ମନୋରଞ୍ଜନ
    1 hour ago

    ଛୁଆର ବେଡରୁମ୍ ରେ ଗୋଟେ ବେଙ୍ଗ ଲୁଚି ରହିଛି, ଜିନିୟସ ହେଇଥିଲେ 10 ସେକେଣ୍ଡରେ ଖୋଜିକି କୁହ…

    ଆଜିକାଲି ସୋସିଆଲ ମିଡିଆରେ ଅନେକ ଅପ୍ଟିକାଲ ଇଲ୍ୟୁଜନ ଫଟୋ ଭାଇରାଲ ହେଉଛି । ଅପ୍ଟିକାଲ ଇଲ୍ୟୁଜନ ଏକ ପ୍ରକାର ଆଖିର…
    IBN ଓଡ଼ିଶା ଏକ୍ସକ୍ଲୁସିଭ୍
    1 hour ago

    90 ବର୍ଷ ପରେ ନଜର ଆସିବ ମାଘ ପୂର୍ଣ୍ଣିମା ଚନ୍ଦ୍ର, ଏହି 4 ରାଶିରେ ଲାଗିବାକୁ ଯାଉଛି ଲଟେରୀ, ଆପଣଙ୍କ ରାଶି ଅଛି କି ?

    ନମସ୍କାର ବନ୍ଧୁଗଣ, ମାଘ ପୁର୍ଣିମା ଦିନ ହେଉଥିବା ମହା ସଂଯୋଗର ପ୍ରଭାବ ୪ଟି ରାଶି ଉପରେ ପଡିବା ପାଇଁ ଯାଉଛି…
    IBN ଓଡ଼ିଶା ବ୍ୟୁରୋ
    1 hour ago

    ଆଜି ଆମେ ଏକ ରୋଚକ ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବୁ କି, ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପ୍ରେମ, ସ୍ଵଭାବ ଓ କ୍ଯାରିୟର କିପରି ରହିଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜଣା ପଡିଥାଏ । ତେଣୁ ଜ୍ଯୋତିଷ ଅନୁଯାୟୀ S ନାମର ବ୍ୟକ୍ତି ମାନଙ୍କ ବିଷୟରେ ଏହି ଖାସ କଥା ଆମେ ଆପଣଙ୍କୁ କହିବୁ । କହି ରଖୁଛୁ ଯେ S ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥାରେ ଏତେ ଧନୀ ଅଟନ୍ତି ଯେ ସାମ୍ନା ବାଲା ସେମାନଙ୍କ ଆଡକୁ ଆକର୍ଷିତ ହୋଇ ଆସିଯାନ୍ତି । ଏହି ଲୋକମାନେ ଜ୍ଞାନ ପାଇଁ ବହୁତ ଭୋକିଲା ଅଟନ୍ତି । ଅର୍ଥାତ ଯେଉଁଠି ଜ୍ଞାନ ମିଳେ ତାକୁ ହାସଲ କରିବାକୁ ଏମାନେ ଚେଷ୍ଟା କରିଥାନ୍ତି । ଏହି ଲୋକଙ୍କ ହୃଦୟ ବହୁତ ସଫା ହୋଇଥାଏ । କିନ୍ତୁ ଅନେକ ସମୟରେ ଏମାନଙ୍କ କ୍ରୋଧ ହିଁ ଅନ୍ୟ ମାନଙ୍କ ସାମ୍ନାରେ ଏମାନଙ୍କୁ ଖରାପ ସାବିତ କରିବାକୁ ବାଧ୍ୟ କରିଥାଏ । ଏହି S ନାମର ଲୋକମାନେ ସତ୍ୟ ଓ ସେମାନଙ୍କ ସିଦ୍ଧାନ୍ତ ଠାରୁ କେବେ ଦୂରେଇ ଯାଆନ୍ତି ନାହିଁ । ଏଥିପାଇଁ ସେମାନେ ଯାହା ସହ ମଧ୍ୟ ଝଗଡା କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏମିତି ଲୋକମାନେ ସବୁବେଳେ ନିଜକୁ ବଡ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାନ୍ତି । ନିଜ ଜୀବନରେ ଏମାନେ ଅତ୍ୟନ୍ତ ହସମୁଖ ଏବଂ ମେଳାପୀ ସ୍ଵଭାବର ହୋଇଥାନ୍ତି । ପାର୍ଟି ଓ ଫଙ୍କସନ ମାନଙ୍କରେ ଏମାନେ ଅତ୍ୟଧିକ ଲାଭ ଉଠାଇଥାନ୍ତି । ଏହି ଲୋକମାନେ ବହୁତ ରଚନାତ୍ମକ ହେବାସହ ଯେକୌଣସି କାର୍ଯ୍ୟକୁ ଅଲଗା ଅନ୍ଦାଜରେ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ କେବେବି ଭିଡରେ ଚାଲିବାକୁ ଭଲ ପାଆନ୍ତି ନାହିଁ । ନିଜର ଉତ୍ତମ ବୁଝାମଣା ଯୋଗୁଁ ଏମାନେ ଯେକୌଣସି ସମସ୍ଯାକୁ ଦୂର କରିବାରେ ସକ୍ଷମ ହୋଇଥାନ୍ତି । ନିଜର ବ୍ୟକ୍ତିଗତ ଜିନିଷ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଏମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମିତି ଲୋକମାନେ ପ୍ରେମ ମାମଲାରେ କିନ୍ତୁ ଅଳ୍ପ ଲାଜକୁଳା ହୋଇଥାନ୍ତି । ଏମାନେ ବହୁତ ଭାବିଥାନ୍ତି କିନ୍ତୁ ପ୍ରେମ ମାମଲାରେ ପ୍ରଥମେ ଆଗକୁ ଯାଇ ନଥାନ୍ତି । ଏହି ଲୋକମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ଏମାନେ ବୈବାହିକ ଜୀବନରେ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚେଷ୍ଟା କରନ୍ତି । କୌଣସି କାରଣରୁ ଏମାନଙ୍କ ଦାଂପତ୍ଯ ଜୀବନରେ ଅନେକ ଥର ତାଳମେଳ କମ୍ ଦେଖା ଦେଇଥାଏ । ଏହି S ନାମର ମହିଳାମାନେ ନିଜ ବୈବାହିକ ଜୀବନରେ ଅଧିକ ପ୍ରଭାବୀ ରହିବାର ସମ୍ଭାବନା ରହିଥାଏ । ତେଣୁ ଅନେକ ସମୟରେ ବିବାହ ପରେ ଏମାନଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ବିବାହ ପରେ ଅତ୍ୟନ୍ତ ସୁଖଦାୟକ ହୋଇ ଯାଇଥାଏ । ଏହି ଲୋକମାନେ ନିଜ ଏକାଗ୍ରତା ଓ ପରିଶ୍ରମରେ ଧନ ସମ୍ପଦ, ମାନ ସମ୍ମାନ ଓ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ।

    ନମସ୍କାର ବନ୍ଧୁଗଣ, ନାରୀର ପରିଚୟ ପାଇବା ପାଇଁ ଭଗବାନ ନାରୀକୁ ମାସିକ ଧର୍ମ ପ୍ରଦାନ କରିଛନ୍ତି । ଏହା ତ…
    IBN ଓଡ଼ିଶା ବ୍ୟୁରୋ
    1 hour ago

    ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6 ରାଶି, ଏମାନଙ୍କ ଭାଗ୍ୟରେ ଏବେ ବର୍ଷା ହେବ ପ୍ରଚୁର ଧନ (Astrology)

    ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ଅନୁଯାୟୀ ରାଶି ଚକ୍ରରେ ଥିବା ବାର ଗୋଟି ରାଶି ମଣିଷ ଭାଗ୍ୟ ନିରୂପଣ କରିଥାନ୍ତି…
    ରାଜ୍ୟ
    1 hour ago

    କେଉଁ ଗଛର ଆମେ ଫୁଲ, ଫଳ, କାଣ୍ଡ, ପତ୍ର ସବୁ ଖାଇଥାଉ ? ଜାଣନ୍ତୁ ଏହିଭଳି କିଛି କିଛି ଅଜଣା ପ୍ରଶ୍ନର ଉତ୍ତର (Odia GK)

    ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ…
    ମନୋରଞ୍ଜନ
    2 hours ago

    ଆଗାମୀ ସମୟ ଜାଣିବା ପାଇଁ ଇଛୁକ ଥିବା ବ୍ୟକ୍ତି ଏହାକୁ ନିହାତି ଦେଖନ୍ତୁ, ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଖୁସି ଖାବର (Tarot Card Reading)

    ନମସ୍କାର ବନ୍ଧୁଗଣ, ସମୟର ଗାଡି କେବେ କାହା ପାଇଁ ଅପେକ୍ଷା କରିନଥାଏ । ସେ ଆଗକୁ ମାଡି ଚାଲିଥାଏ ।…
    IBN ଓଡ଼ିଶା ଏକ୍ସକ୍ଲୁସିଭ୍
    2 hours ago

    ମଣିଷ ଚିହ୍ନିବାର ସୂତ୍ର, କେମିତି ଜଣେ ଭଲ ମଣିଷଙ୍କୁ ଚିହ୍ନିବେ ଓ ଧୋକା ଖାଇବାରୁ ବଞ୍ଚିବେ ? Swami Anand Saraswati

    ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ସେ ବଞ୍ଚିବା ପାଇଁ ସବୁବେଳେ ତା’ ପାଖରେ ଅନ୍ୟ ମଣିଷର ଆବଶ୍ୟକ ହୋଇଥାଏ…
    Back to top button