IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରୀ ଘରୋଇ ଉପଚାର, ନିଶ୍ଚୟ ଥରେ କରି ଦେଖନ୍ତୁ…
ବନ୍ଧୁଗଣ ବଦଳୁ ଥିବା ଋତୁ କାରଣ ରୁ ଆପଣ ଙ୍କୁ ଥଣ୍ଡା, ଜ୍ଵର, କାଶ, ବନ୍ଦ ନାକ ତଥା ଛାତି ରେ କଫ ଜନିତ ସମସ୍ୟା ଦେଖିବାକୁ…
Read More » -
ନମସ୍କାର ବନ୍ଧୁଗଣ । ଯଦି ଆପଣ ଚାହୁଁ ଥାନ୍ତି କି ସାମ୍ନା ରେ ଥିବା ବ୍ୟକ୍ତି ଆପଣ ଙ୍କ କଥା କୁ ସମ୍ମାନ କରୁ । ଅଥବା ଆପଣ ଯାହା କହୁଛନ୍ତି ତାହାକୁ ପାଳନ କରୁ । ଏପରି ରେ ଏହି ଉପାୟ ଟି ଆପଣ ଙ୍କର ଖୁବ୍ ସହାୟକ ହେବ । ଅନେକ ଥର ଏପରି ପରିସ୍ଥିତି ଉତ୍ପନ୍ନ ହୋଇ ଯାଇଥାଏ ଯେଉଁଠାରେ କି ନିଜ କଥା କୁ ବା ନିଜ ମତ କୁ ରଖିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ । କାରଣ ଲୋକ ବୁଝିବାକୁ କମ ଓ ବୁଝାଇବାକୁ ଅଧିକ ଚେଷ୍ଟା କରି ଥାଆନ୍ତି । ଏହା ପାଇଁ ଅନେକ ଭଲ ରୁ ଭଲ ସମ୍ପର୍କ ଖରାପ ମଧ୍ୟ ହୋଇ ଯାଇଥାଏ । ଆଜି ଆମେ ଆପଣ ଙ୍କ ପାଇଁ ଏପରି ଏକ ଚମତ୍କାରୀ ମନ୍ତ୍ର କୁ ନେଇ କରି ଆସିଛୁ ଯାହା ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ ସାମ୍ନା ରେ ଥିବା ମନୁଷ୍ୟ କୁ ନିଜ ଅନୁସାରେ ମନାଇ ପାରିବେ । recommended by PRO 365 DETOX सोने के पहले इसके बस 1 कप से 1 हफ्ते में 4.5 किलो चले जाएँगे और जानें କିନ୍ତୁ ଏଠାରେ ଆପଣ ଙ୍କୁ ସତର୍କ କରାଇ ଦେଉଛୁ କି, ଯଦି ଆପଣ ଏପରି କୌଣସି କିଛି ବିଶେଷ ଉପାୟ କୁ ଜୀବନ ରେ ପ୍ରୟୋଗ କରନ୍ତି, ତେବେ ଆପଣ ମନେ ରଖିବେ ଯେପରି ଆପଣ ଙ୍କ ଉପାୟ ଦ୍ଵାରା କାହାର ମଧ୍ୟ କୌଣସି ପ୍ରକାରର ଅନିଷ୍ଟ ନ ହୁଏ । କାରଣ ଅନ୍ୟ ର ଅମଙ୍ଗଳ ସାଧିଥିବା ବ୍ୟକ୍ତି ଜୀବନ ରେ କେବେ ମଧ୍ୟ ମଙ୍ଗଳ ହୋଇ ପାରେ ନାହିଁ । recommended by CARDIOTON Want To Live To Be 100 Years Old? Cleanse Your Veins With This LEARN MORE ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ମନ୍ତ୍ର ଟି କୁ ନେଇ କରି ଆସିଛୁ ଯାହା କୁ ଆପଣ କହିଦେବ ଦ୍ଵାରା ସଙ୍ଗେ ସଙ୍ଗେ ତାହର ଫଳାଫଳ ଦେଖିବାକୁ ମିଳିବ । ଯଦି ଆପଣ କୌଣସି ବ୍ୟକ୍ତି ଙ୍କ ସହ ରେଲେସନସିପ ରେ ଅଛନ୍ତି ଓ ହଟାତ ଆପଣ ଦୁହିଁ ଙ୍କ ମଝିରେ କିଛି ଏପରି ହୋଇଯାଇଛି ଯାହା କାରଣ ରୁ ସେ ବ୍ୟକ୍ତି ଆପଣ ଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି ଓ ଆପଣ ଚହୁଁଛନ୍ତି କି ସେ ବ୍ୟକ୍ତି ପୁଣି ଥରେ ଆପଣ ଙ୍କ ସହ କଥା ହେଉ । ଅଥବା ସେ ଆପଣ ଙ୍କର ପ୍ରତ୍ଯେକ କଥା କୁ ମାନନ୍ତୁ ବା ଆପଣଙ୍କ କଥା କୁ ସମ୍ମାନ ଦିଅନ୍ତୁ । ଏପରି ରେ ଆପଣ ଏହି ମନ୍ତ୍ର ଟିର ପ୍ରୟୋଗ କରି ପାରିବେ । ତେବେ ଆସନ୍ତୁ ଏହି ମନ୍ତ୍ର ଟିକୁ ଜାଣି ନେବା । ତାହା ସହ ଏହି ମନ୍ତ୍ର ଟିକୁ କେଉଁ ଭଳି ପ୍ରୟୋଗ କରିବା ଉଚିତ । ଏହି ମନ୍ତ୍ର ଟି କୁ ପ୍ରୟୋଗ କରିବା ପାଇଁ ସର୍ବ ପ୍ରଥମେ ନିଜ ମୁହଁରେ ଏକ ଲବଙ୍ଗ କୁ ରଖି ଦେବ । ଯେଉଁ ବ୍ୟକ୍ତି ଙ୍କ ଉପରେ ଆପଣ ଏହି ମନ୍ତ୍ର ଟିକୁ ପ୍ରୟୋଗ କରିବାକୁ ଚାହୁଁଛନ୍ତି, ସେହି ବ୍ୟକ୍ତି ଙ୍କ ସହ ଯେତେବେଳେ ଆପଣ ଙ୍କର ଭେଟ ହେବ ସେହି ସମୟ ରେ ଆପଣ ନିଜ ମୁହଁ ରେ ଲବଙ୍ଗ ରଖି ମନ ରେ ମନ ରେ ହିଁ ଆପଣ ଙ୍କୁ ଏହି ମନ୍ତ୍ର ଟିକୁ କହିବାର ଅଛି । ତାହାଛଡା ଆପଣ ଙ୍କୁ ଆଉ ଏକ କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ କି ଆପଣ ଏହି ମନ୍ତ୍ର ଟିକୁ କହିବା ସମୟରେ ଅନ୍ୟ କିଛି ମଧ୍ୟ କହିବେ ନାହିଁ । ଆପଣ ଙ୍କୁ ନିଜର ସଂପୂର୍ଣ୍ଣ ଧ୍ୟାନ ଏହି ମନ୍ତ୍ର ଉପରେ ହିଁ ଦେବାର ଅଛି । ଉକ୍ତ ମନ୍ତ୍ର ଟି ହେଲା; ” ଅମୁକ ଜୟ ଜୟ ସର୍ବୟାତ୍ରମ ସ୍ଵାହା ” । ଏହି ମନ୍ତ୍ର ଟିକୁ କହିବାର କେବଳ ଏକ ମାତ୍ର ବିଧି ରହିଛି କି ଯେତେବେଳେ ମଧ୍ୟ ଆପଣ ଏହି ମନ୍ତ୍ର ଟିକୁ କହିବେ ସେହି ସମୟରେ ଆପଣଙ୍କୁ ମନେ କରି ନିଜ ମୁହଁରେ ଏକ ଲବଙ୍ଗ କୁ ରଖି ଦେବାର ଅଛି । ଓ ଏହି ମନ୍ତ୍ର ଟି କୁ ପ୍ରୟୋଗ କରିବା ସମୟ ରେ ଯେତେ ସମ୍ଭବ କମ କଥାବାର୍ତ୍ତା କରିବା ଉଚିତ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ
ନମସ୍କାର ବନ୍ଧୁଗଣ । ଯଦି ଆପଣ ଚାହୁଁ ଥାନ୍ତି କି ସାମ୍ନା ରେ ଥିବା ବ୍ୟକ୍ତି ଆପଣ ଙ୍କ କଥା କୁ ସମ୍ମାନ କରୁ । ଅଥବା…
Read More » -
ଗଳା, ନାକ, ଛାତି ରେ ଜମା ହୋଇଥିବା କଫ ତୁରନ୍ତ ବାହାରିଯିବ, ପିଲା ଠାରୁ ବୁଢା ପର୍ଯ୍ୟନ୍ତ କରନ୍ତୁ ଏହି ଦେଶୀ ଉପାୟ
ନମସ୍କାର ବନ୍ଧୁଗଣ । ଋତୁ ପରିବର୍ତ୍ତନ ର କାରଣ ରୁ ପ୍ରାୟତଃ ସମସ୍ତ ଙ୍କ ଠାରେ ଥଣ୍ଡା, କଫ, କାଶ ଜନିତ ସମସ୍ୟା ମାନ ଦେଖିବାକୁ ମିଳୁଛି…
Read More » -
ପଇସା, କର୍ଜରେ ବୁଡି ରହିଛନ୍ତି? ତ ଗୁଡରେ କରନ୍ତୁ ଏହି ଉପାୟ… ଛପର ଫାଡି ବର୍ଷିବ ଟଙ୍କା
ନମସ୍କାର ବନ୍ଧୁଗଣ । ଆଜିର ଏହି ଉପାୟ ଟି ସମ୍ପୂର୍ଣ୍ଣ ରୂପରେ ଗୁଡ ଉପରେ ହିଁ ରହିଛି । ଏବଂ ସେହି ଗୁଡ ର ସମ୍ବନ୍ଧ ସିଧସଳଖ…
Read More » -
ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ-ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା…80 ବର୍ଷ ବୟସରେ ବି ଭରିଦେବ 26 ବର୍ଷ ପରି ଜୋସ ଆଉ ଶକ୍ତି…
ବନ୍ଧୁଗଣ ବର୍ତ୍ତମାନ ର ସମୟ ରେ ଆମ ମାନଙ୍କର ଦୈନଦିନ ଜୀବନ ଶୈଳୀ ତଥା ଆମ ମାନଙ୍କର ଖାଦ୍ୟ ପେୟ କିଛି ଏପରି ହୋଇ ଯାଇଛି, ଯାହା…
Read More » -
Odia General Knowledge Q&A: କେଉଁ ଜୀବ ପାଣି ପିଇବା ପରେ ମରିଯାଏ ? 100 ରୁ 99 ଜଣ ଜାଣି ନଥିବେ…
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ପ୍ରଶ୍ନ ଉତ୍ତର ମାନଙ୍କୁ ନେଇ କରି ଆସିଛୁ, ଯାହା ଆପଣ ଙ୍କର ମସ୍ତିସ୍କ ର ବା…
Read More » -
କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ହୋଇଥାଏ ? କଞ୍ଚା ଲଙ୍କା ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ
ସମସ୍ତ ଙ୍କର ଚିନ୍ତା ଧାରା ରହିଥାଏ କି ରାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ହାନି କାରକ ହୋଇଥାଏ । କାରଣ ଅଧିକ ମାତ୍ରାରେ ରାଗ…
Read More » -
ପୁରୁଣାରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ୧ ଦିନରେ
ଆଜିର ଜୀବନ ଶୈଳୀ ଓ ଖାଦ୍ୟ ପେୟ ର କାରଣ ରୁ ଅନେକ ଲୋକ ପାଇଲ୍ସ ଓ ଅର୍ଶ ଭଳି ସମସ୍ଯା ର ସମ୍ମୁଖୀନ କରୁଛନ୍ତି ।…
Read More » -
ସକାଳୁ କେବଳ 2 ଚାମଚ ଏଥିରୁ ସେବନ କରନ୍ତୁ, ଦେଖିବେ ଜୀବନରେ ସୁଗାର, କୋଲେଷ୍ଟ୍ରୋଲ ଓ ଓବେସିଟି ଭଳି ରୋଗ ଆପଣଙ୍କ ପାଖ ମାଡିବନି
ନମସ୍କାର ବନ୍ଧୁଗଣ ତେବେ ଏହାକୁ ବାସି ମୁହଁରେ କେବଳ ୨ ଚାମୁଚ ଖାଆନ୍ତୁ, ଦେଖିବେ ଆପଣଙ୍କୁ ଜୀବନରେ କୋଲେଷ୍ଟ୍ରୋଲ, ସୁଗାର ଓ ମୋଟାପଣ ଭଳି କୌଣସି ରୋଗ…
Read More » -
ଅଧିକ ଚିନ୍ତା କରିବା ଦ୍ଵାରା କଣ ହୋଇଥାଏ ? ସବୁବେଳେ ଚିନ୍ତା କରୁଥିବା ଲୋକ, ସବୁବେଳେ ଭାବୁଥିବା ଲୋକ ଏହାକୁ ନିଶ୍ଚୟ ଦେଖନ୍ତୁ : Motivational speech
ଅହି ଦୁନିଆ ରେ ଅନେକ ଲୋକ ସବୁବେଳେ ଚିନ୍ତା ଗ୍ରସ୍ତ ହୋଇ ରହିଥାନ୍ତି । ସବୁବେଳେ କିଛି ନା କିଛି ବିଷୟ କୁ ନେଇଓ ଭାବିବାରେ ଲାଗିଥାନ୍ତି…
Read More »