ରାଜ୍ୟ

ଆମର ସଘଂ ଭିତରେ କୌଣସି ଫାଟ ନାହିଁ – ବସ୍ ମାଲିକ ସଂପାଦକ – Ibnodisha

[ad_1]

ଭୁବନେଶ୍ୱର : ଧର୍ମଘଟ ପରିପ୍ରେକ୍ଷୀରେ ଘରେଇ ବସ୍ ମାଲିକ ସଂଘର ପ୍ରତିକ୍ରିୟା । ଘରୋଇ ବସ୍ ମଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା । ଆମର ସଘଂ ଭିତରେ କୌଣସି ଫାଟ ନାହିଁ । ରାଜ୍ୟରେ ଚାଲୁଛି ୧୪ ହଜାର ଘରୋଇ ବସ୍ । କିଛି ଜାଗାରେ କାଁଭାଁ ଘରୋଇ ବସ୍ ଚାଲିଛି , ତାହା ବନ୍ଦ ହୋଇଯିବ । ପେଟପାଟଣା କଥା ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି । ଯାତ୍ରୀ ହନ୍ତସନ୍ତ ନେଇ ପୁଣି ଥରେ କ୍ଷମା ମାଗିଲେ ମାଲିକ ସଂଘ । ସରକାର ଯେତେ ଶୀଘ୍ର ଆମ କଥା ଶୁଣିବେ, ଆନେ୍ଦାଳନରୁ ହଟିବୁ । ଆଲୋଚନା ସବୁ ସମ୍ଭବ କହିଲେ ସଂପାଦକ ଦେବେନ୍ଦ୍ର ସାହୁ । ସରକାର ୫୦% ଆଗେଇଲେ , ଆମେ ୫୦% ଆଗେଇବୁ ।

ଭାରତକୁ ପରାସ୍ତ କରିବା କଷ୍ଟକର : ସାଣ୍ଟ୍‌ନର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button