ରାଜ୍ୟ

ସିଆରପିଏଫ କ୍ୟାମ୍ପରେ ଆତ୍ମହତ୍ୟା – Ibnodisha

[ad_1]

ଭୁବନେଶ୍ୱର: ନୂଆପଡା ସିଆରପିଏଫ କ୍ୟାମ୍ପରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା । ୧୦ ନଂ ବାଟାଲିଅନ ସବ୍ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା । ବୋଡେନ୍ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଅଘଟଣ । ମୃତକ ଡି. ଗୁଣଶେଖରନ୍‌, ଘର ତାମିଲନାଡୁ ବୋଲି ସୂଚନା ମିଳିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button