ରାଜନୀତି

ରାଜ୍ୟକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ : ପ୍ରଦୀପ ପାଣୀଗ୍ରାହୀ – Ibnodisha

[ad_1]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟକୁ ପ୍ରଦୀପ ପାଣୀଗ୍ରାହୀଙ୍କ ଟାର୍ଗେଟ୍ । ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟକୁ ଦୁର୍ନୀତିର ଏନ୍ତୁଡିଶାଳ କହିଲେ ପ୍ରଦୀପ । ସବୁଠୁ ବଡ ସ୍କାମ୍ ଓପିଏସସି,ଏସଏସସି ଅଧ୍ୟକ୍ଷ, ସଦସ୍ୟ ନିଯୁକ୍ତିରେ ହେଉଛି । ନିଯୁକ୍ତି ସ୍କାମକୁ ନେଇ ବିଧାନସଭାରେ କାହିଁକି ସ୍ୱତନ୍ତ୍ର କମିଟି ହେଉନି । ରାଜ୍ୟକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ ବୋଲି କହିଲେ ପ୍ରଦୀପ ପାଣିଗ୍ରାହୀ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅଧିକାରୀ ସମ୍ପୃକ୍ତ ଅଛନ୍ତି । ବିଜେଡି ନେତାଙ୍କ ବିରୋଧରେ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେଉନି । ବିଜେଡି ବିଷ୍ଣୁ ଲୋକ ନା ଶିବ ଲୋକ , ଦୁର୍ନୀତି କଲେ ପାପ ହୁଏ ନାହିଁ । ଏବେ ମୁଖ୍ୟମନ୍ତ୍ରୀଙ୍କ ଆଇନ ଆଉ ତା ବାଟରେ ଯାଉ ନାହିଁ । ନିଜ ସ୍ୱାର୍ଥ ପାଇଁ ଆଇନର ଦିଗକୁ ମୋଡି ଦିଆଯାଉଛି ବୋଲି କହିଛନ୍ତି ପ୍ରଦୀପ । ଏତେ ଟଙ୍କା ବିଜେଡି ଦଳୀୟ ପାଣ୍ଠିକୁ କେମିତି ଆସୁଛି । ଆଗରୁ ଏତେ ଟଙ୍କା ଆସୁନଥିଲା , ଏବେ କେମିତି ଆସୁଛି । ପ୍ରଦୀପଙ୍କ ଆରୋପ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button