ରାଜନୀତି

ଲୋକଙ୍କୁ ଟଙ୍କା ମାଗିବ କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାଉଡ୍ ଫଣ୍ଡି କ୍ୟାମ୍ପେନ୍ । ଜନାତା ଓ କଂଗ୍ରେସେ କର୍ମୀଙ୍କୁ ଟଙ୍କା ମାଗିବ କଂଗ୍ରେସ । ଅଭିଯାନକୁ ସମର୍ଥନ କରିବାକୁ ପିସିସି ସଭାପତିଙ୍କ ଅପିଲ୍ । ପ୍ରତ୍ୟେକ୍ ବୁଥରେ ୧୦ଟି ପରିବାରରୁ ଟଙ୍କା ଆଣିବେ କଂଗ୍ରେସ ନେତା । ୧୮ ବର୍ଷରୁ ଊର୍ଦ୍ଧ୍ୱ ଅତି କମ୍‌ରେ ୧୩୮ ଟଙ୍କା ଦନ କରିବେ । ସେହିପରି ୧୩୮୦ ଓ ୧୩୮୦୦ ଟଙ୍କା ଅର୍ଥ ସଂଗ୍ରହ କରାଯିବ । ଆଇଟି ରେଡ୍ ପରେ ଛବି ସୁଧାରିବାକୁ ପ୍ରୟାସ କି ପ୍ରଶ୍ନରେ ପ୍ରତିକ୍ରିୟା । କଳା ଟଙ୍କା ପ୍ରମାଣିତ ହୋଇନି କହିଲ ପିସିପି ସଭାପତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button