ଅପରାଧ

ଭଦ୍ରକରେ ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ଼ – Ibnodisha

[ad_1]

ଭଦ୍ରକ : ଭଦ୍ରକରେ ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ଼। ଘରେ ପଶି ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର। ଛୁରାମାଡ଼ରେ ରଘୁନାଥ ପାଢ଼ୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁୟାୟୀ ଗତକାଲି ରାତିରେ ରଘୁନାଥଙ୍କ ଘରେ ଚୋରି ପାଇଁ ପଶିଥିଲେ ଚୋର। ପ୍ରତିବାଦ କରିବାରୁ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ଲୁଟ୍‌ ଉଦ୍ଦେଶ୍ୟରେ ଆସି ଛୁରା ମାଡ କରିଥିବା ସୂଚନା ରହିଛି। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଦୁର୍ବୃତ୍ତ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଅଘଟଣ ଘଟିବା ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ।

୫-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ: ପରିଦର୍ଶନ କଲେ ଚଣ୍ଡୀ ମନ୍ଦିର, ଏସସିବି, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button