ରାଜ୍ୟ

ମାଁ ମାରିଥିଲା ଯାଆଁଳା ଶିଶୁଙ୍କୁ ! – Ibnodisha

[ad_1]

ଅନୁଗୁଳ: କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣା । ମାଁ ହିଁ ନିଜେ ୨ ଶିଶୁଙ୍କୁ ମାରିଥିବା ପରିବାର ଲୋକଙ୍କ ଅଭିଯୋଗ ରହିଛି । ମାରିଥିବା ନେଇ ସ୍ୱୀକାର କରିଥିବା କହିଲେ ମୃତ ଶିଶୁଙ୍କ ବଡବାପା । ଅଭିଯୋଗ ପରେ ମା କୁ ଥାନାରେ ଅଟକ ରଖିଛି ପୋଲିସ ।

 

The post ମାଁ ମାରିଥିଲା ଯାଆଁଳା ଶିଶୁଙ୍କୁ ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button