ରାଜନୀତି

ମାହଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ : ଗୋଲକ ମହାପାତ୍ର – Ibnodisha

[ad_1]

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପିର ଜବାବ । ମାହାଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ କହିଲେ ଗୋଲକ ମହାପାତ୍ର । ରାଜ୍ୟର ମାହଲମାଣ୍ଡା ଓ ଫେକ୍ ସରକାର ଚାଲିଛି । ଫେକ୍ ଲୋକଙ୍କ ନାଁ ମେରିଟ୍ ଲିଷ୍ଟରେ ଆସିଛି, ଫେକ୍ ନେତା ଶାସନରେ ବସିଛନ୍ତି । ଏହି ମାହଲମାଣ୍ଡା ସରକାର ଯୋଗୁଁ ଯୁବକଯୁବତୀ ଚାକିରିରୁ ବଞ୍ôଚତ । ଏହି ଯୁବକଯୁବତୀମାନେ ଫେକ୍ ସରକାରକୁ ପାଡି ଫିଙ୍ଗିବେ । ଅନଲାଇନ ପରୀକ୍ଷା ଏକ ସଂସ୍ଥା କରେ,ରେଜଲ୍ଟ ରାଜ୍ୟ ସରକାର ପ୍ରକାଶ କରନ୍ତି । କାହାକୁ ନିଯୁକ୍ତି ଦିଆଯିବ ସେ ନିଷ୍ପତ୍ତି ସରକାରଙ୍କର, ସଂସ୍ଥାର ନୁହେଁ । ନିଜ ଦୋଷ ନମାନି ଅନ୍ୟ ଉପରେ କାଦୁଅ ଫୋପାଡିବାର ମାନେ କଣ କହିଲେ ଗୋଲକ ମହାପାତ୍ର।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button