ରାଜ୍ୟ

ଟ୍ରାକ୍ଟର ଓଲଟି ୧୫ ଗୁରୁତର – Ibnodisha

[ad_1]

ନୟାଗଡ : ଟ୍ରାକ୍ଟରରେ ଯାତ୍ରୀ ନେବା କାଳ; ଓଲଟିବାରୁ ୧୫ ଗୁରୁତର । ଫତେଗଡ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବା ବେଳେ ଓଲଟିଲା । ପାହାଡ ଉପରକୁ ବିପଦ ସଂକୁଳ ଯାତ୍ରା ବେଳେ ଓଲଟି ପଡିଲା । ଆହତଙ୍କୁ ଙାପୁର ମେଡିକାଲରେ ଓ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ।

ଏଡିସିଲର କାମ ଇଣ୍ଟରଭିଉ ନୁହେଁ : ଧେର୍ମନ୍ଦ୍ର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button