ରାଜ୍ୟ

୫ମ ଦିନରେ ଆଇଟି ରେଡ : ୧୦୦ରୁ ଉର୍ଦ୍ଧ୍ବ ଅଧିକାରୀ ସାମିଲ – Ibnodisha

[ad_1]

ସୁନ୍ଦରଗଡ଼: ୫ମ ଦିନରେ ଆଇଟି ଚଢ଼ଉ ଜାରି ରଖିଛି। ଆୟକର ବିଭାଗ ହାତରେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହିତ ଟିକସ ଫାଙ୍କିର ସୁରାକ ଲାଗିଛି। ସୁନ୍ଦରଗଡ଼, ରାଉରକେଲା, ଛଟିଶଗଡ଼ର ରାୟଗଡ଼, ରାୟପୁର ଓ ପଶ୍ଚିମବଙ୍ଗ କୋଲକାତା ଆଦି ୧୨ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢ଼ଉ ଜାରି ରଖିଛି ଆୟକର ବିଭାଗ।ବ୍ୟବସାୟୀ ଘନଶ୍ୟାମ ଓରଫ ବଣ୍ଟି ଡାଲମିଆ ଏବଂ ତାଙ୍କ ଭାଇ ବାବଲୁ ଡାଲମିଆଙ୍କ ଘର, କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଆୟକର ବିଭାଗ ଏକକାଳୀନ ଚଢ଼ଉ କରୁଛି। ଏହି ଚଢ଼ଉରେ ୧୦୦ରୁ ଉର୍ଦ୍ଧ୍ବ ଅଧିକାରୀ ସାମିଲ ଥିବା ସୂଚନା ରହିଛି। ଏଥିରେ ରାଉରକେଲା, ସମ୍ବଲପୁର, ଭୁବନେଶ୍ବର, ଛତିଶଗଡ଼ ଏବଂ ମହାରାଷ୍ଟ୍ରର ଟିମ୍ ସାମିଲ ଥିବା ଜଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button