ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଝିଅ ମୃତ, ବାପା ଓ ପୁଅ ଗୁରୁତର – Ibnodisha

[ad_1]

ଜଳେଶ୍ବର: ସଡ଼କ ଦୁର୍ଘଟଣାରେ ଝିଅ ମୃତ, ବାପା ଓ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। କର୍ମର୍ଦ୍ଦା ଥାନା ବାଟଗ୍ରାମ ଛକରେ ସ୍କୁଟି ଓ ଆପାଚି ବାଇକ ମଧ୍ୟରେ ଧକ୍କା ହୋଇଥିଲା। ବାପା ସ୍କୁଟିରେ ନାବାଳକ ପୁଅ ଓ ଝିଅଙ୍କୁ ଧରି ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଏଥର ନୀତୀଶ କୁମାରଙ୍କ ପାଇଁ ଦଳ ଡିଆଁ ନୀତି ସହଜ ହେବ ନାହିଁ: ତେଜସ୍ୱୀ ଯାଦବ

The post ମର୍ମନ୍ତୁଦ ସଡକ ଦୁର୍ଘଟଣା: ଝିଅ ମୃତ, ବାପା ଓ ପୁଅ ଗୁରୁତର appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button