ଦେଶ
ଲଦାଖରେ ଭୂମିକମ୍ପ – Ibnodisha
[ad_1]
ଲେହ: ଲେହ-ଲଦାଖରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁସାରେ, ଲଦାଖ ଅଞ୍ଚଳରେ ସକାଳ ୫ଟା ୩୯ରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ଼ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ଖବର ନାହିଁ।
[ad_2]