ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ମାଆ,ଝିଅ ମୃତ – Ibnodisha

[ad_1]

ଅନୁଗୁଳ : ସଡକ ଦୁର୍ଘଟଣାରେ ମାଆ,ଝିଅ ମୃତ ଓ ୨ ଗୁରୁତର । ମୃତକ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ତାଙ୍କ ମାଆ । ଆଠଗଡ ଅଭିମୁଖେ କାର୍‌ରେ ଯିବା ବେଳେ ଖଣ୍ଡହତା ନିକଟରେ ଦୁର୍ଘଟଣା । ଅନୁଗୁଳ ଆସୁଥିବା ଆଉ ଏକ କାର୍ ଧକ୍କା ଦେଲା; ଗାଡି ଥୋଇ ଚମ୍ପଟ ମାରିଛି ଡ୍ରାଇଭର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button