ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ – Ibnodisha

[ad_1]

ଆଠଗଡ଼: ଗଛରେ ପିଟି ହୋଇ ଦୁଇ ଯୁବକ ମୃତ। ଦୁଇ ଯୁବକ ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାନପୁର ଥାନା ଋଷିପଡ଼ା ନିକଟରେ। ଦୁଇ ଯୁବକ ହେଲେ ବଡ଼ମ୍ବା ବେଲିଆପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା । ଦୁହେଁ କାନପୁରରୁ ସାଙ୍ଗର ରିସେପେସନ୍‌କୁ ବାଇକ୍ ଯୋଗେ ଯାଉଥିଲେ। ହେଲେ ଋଷିପଡ଼ା ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଏକ ଗଛରେ ପିଟିହୋଇଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button