ରାଜ୍ୟ
+୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ – Ibnodisha

[ad_1]
ବାସୁଦେବପୁର : +୨ ଛାତ୍ରୀଙ୍କ ଛୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଚାନ୍ଦିମାଳ ନବୋଦୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣଙ୍କ ଧାମନଗର ଅଞ୍ଚଳର ବୋଲି ଜଣା ପଡିଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବର୍ତ୍ତମାନ ତାହାର କାରଣ ଅସ୍ଫଷ୍ଟ ରହିଛି ।
ଇଗ୍ନୋର ନାମଲେଖା ଅବଧି ଚଳିତ ମାସ ମାର୍ଚ୍ଚ ୧୦ ତାରିଖକୁ ବୃଦ୍ଧି
[ad_2]




