ରାଜନୀତି

ଏକାକୀ ଲଢିବ ବିଏସପି- ମାୟାବତୀ – Ibnodisha

[ad_1]

ନୂଆଦିଲ୍ଲୀ: : ଲୋକସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି । ବିଏସପି ନିର୍ବାଚନରେ ଏକାକୀ ଲଢିବ ବୋଲି ମାୟାବତୀ ସୂଚନା ଦେଇଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା କାହା ସହିତ କୌଣସି ମେଣ୍ଟ କରିବ ନାହିଁ । ଏ ବିଷୟରେ ଚାଲିଥିବା କଳ୍ପନା ଜଳ୍ପନାକୁ ଖଣ୍ଟନ କରିଛନ୍ତି ମାୟାବତୀ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସାମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢୁଛନ୍ତି । ମାୟାବତୀଙ୍କ ଏହି ବୟାନ ପୂର୍ବରୁ ବିଏସପି ଭାରତ ସହଯୋଗୀ ଦଳ ସହିତ ଯାଇପାରେ ବୋଲି ଅନେକ ଚର୍ଚ୍ଚା ହେଉଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button