ରାଜ୍ୟ
ମେଣ୍ଟ ହେଉ କି ନ ହେଉ ବିଜେଡି ୧୧୦ରୁ ଅଧିକ ସିଟ୍ ଜିତିବ : ନୃସିଂହ ଚରଣ ସାହୁ – Ibnodisha

[ad_1]
ଭୁବନେଶ୍ୱର : ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେଡି ବିଧାୟକ ନୃସିଂହଚରଣ ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଉଭୟ ଦଳ ଭିତରେ ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ସିଟ ଜିତିବ । ମେଣ୍ଟ ବାବଦରେ ଶୁଣୁଛୁ । କିନ୍ତୁ ବିଜେଡି ସୁମ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କେବଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ମେଣ୍ଟ ପାଇଁ କେବଳ ରାଜି ହୋଇଛି । ମେଣ୍ଟ ହେଲେ କିଛି ଲୋକଙ୍କ ଟିକେଟ କଟିବ, କେହି ବିଦ୍ରୋହୀ ହେବେନି ବୋଲି ନୃସିଂହ ଚରଣ ସାହୁ କହିଛନ୍ତି ।
[ad_2]