ଅପରାଧ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ – Ibnodisha

[ad_1]

ଗଂଜାମ : ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ରାଳବ ଗାଁରେ ଘଟିଛି ଅଭାବନାୟ ଘଟଣା । ଗାଁ ଦାଣ୍ଡରେ ଦୁର୍ବୁତମାନେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଏହାସହିତ ଧରେ ଥିବା ଯୁବକଙ୍କ ବାଇକକୁ ମଧ୍ୟ ଜାଳିଦେଇଛନ୍ତି । ଏବଂ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମୁପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କ ଉପରେ ।କ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ୫ ରୁ ୬ ଜଣ ଦୁର୍ବୁତ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button