ରାଜନୀତି

ବିଜେପି ସବୁ ସିଟ୍‌ରେ ଲଢିବାକୁ ପ୍ରସ୍ତୁତ : ପ୍ରଦୀପ୍ତ ନାଏକ – Ibnodisha

[ad_1]

ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ୍ତ ନାଏକଙ୍କ ପ୍ରତିକ୍ରିୟା । ମେଣ୍ଟ ନିଷ୍ପତ୍ତି ରାଜ୍ୟ ୟୁନିଟ୍ କରିପାରିବ ନାହିଁ, କେନ୍ଦ୍ର ୟୁନିଟ୍ କରିବ । ପ୍ରଧାନମନ୍ତ୍ରୀ ଓ ରଷ୍ଟ୍ରୀୟ ସଭାପତି ଚାହିଁଲେ ହିଁ ମେଣ୍ଟ ହୋଇପାରିବ । ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ୍‌ରେ ଲଢିବାକୁ ପ୍ରସ୍ତୁତ । ସେଥିପାଇଁ ଗାଁ କୁ ଚାଲ, ବୁଥକୁ ଚାଲ ଭଳି ଅଭିଯାନ କରୁଛି ଦଳ ।

ଦୁଇ ଭାଇ ଦୁଇ ରାଜ୍ୟର ଡିଜିପି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button