ରାଜନୀତି

ଏଥର ଟିକେ ଅଧିକ ବିଦ୍ରୋହୀ : ପଦ୍ମନାଭ – Ibnodisha

[ad_1]

ଭୁବନେଶ୍ୱର: ବିଜେଡିରେ ବିଦ୍ରୋହକୁ ନେଇ ବିଜେଡି ନେତା ପଦ୍ମନାଭ ବେହେରା ଗୁରୁବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦଳରେ ସବୁବେଳେ ବିଦ୍ରୋହୀ ଥାଆନ୍ତି, ଏଥର କିନ୍ତୁ ଅଧିକ ଅଛନ୍ତି । ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ନିର୍ବାଚନ ପାର କରାଯିବ ତାହା ଦଳକୁ ଜଣାଅଛି । ତେବେ ଗତଥର ଅପେକ୍ଷା ଦଳ ଅଧିକ ସିଟରେ ବିଜୟ ଲାଭ କରିବ ବୋଲି ଶ୍ରୀ ବେହେରା କରିଛନ୍ତି । ଅସନ୍ତୁଷ୍ଟ ହୋଇ ଅନେକ ଇସ୍ତଫା ଦେବେ ଏହା ଚିରାଚରିତ କଥା । ସେମାନେ ପୁଣି ଦଳକୁ ଫେରିବେ । କିଛଇ ଫରକ ପଡ଼ିବନି ବୋଲି ଶ୍ରୀ ବେହେରା କହିଛନ୍ତି । ପ୍ରକାଶ ଥାଉକି, ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ଟିକେଟ୍ କଟିବା ଆଶଙ୍କାରେ ବଡ ବଡ ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button