ରାଜ୍ୟ

ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ! – Ibnodisha

[ad_1]

ଭୁୁବନେଶ୍ୱର: କୋଇଲା ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ୪ ବର୍ଷ ତଳେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଏହା ତାଙ୍କର ଭବିଷ୍ୟତ ରାଜନୈତିକ କ୍ୟାରିୟରକୁ ଅନ୍ଧାରକୁ ଟାଣି ନେଇଥିଲା । ଶ୍ରୀ ରାୟ ଦିଲ୍ଲୀ ହାଇକୋର୍ଟରେ ଏହି ରାୟକୁ ଚାଲେଂଜ କରିଥିଲେ ।

ହାଇକୋର୍ଟ ଏହି ମାମଲାର ବିଚାର କରି ତଳକୋର୍ଟ ଆଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି । ଏହି ରହିତାଦେଶ ଯୋଗୁଁ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢ଼ିବା ନେଇ ରହିଥିବା ବାଧକ ହଟିଯାଇଛି । ସେ ଏବେ ନିର୍ବାଚନ ଲଢ଼ିପାରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button