ଦେଶ
ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର – Ibnodisha

[ad_1]
ନୂଆଦିଲ୍ଲୀ : ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର । ଦ୍ୱିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ ପ୍ରଧାନ । ତୃତୀୟ ସ୍ଥାନରେ ଡି.ଅନନ୍ୟା ରେଡ୍ଡୀ । ତତୁର୍ଥ ସ୍ଥାନରେ ସିଦ୍ଧାର୍ଥ ରାଜକୁମାର । ପଞ୍ଚମ ସ୍ଥାନରେ ରୁହାନୀ ।
ଉଚ୍ଚ ଶିକ୍ଷାନୁଷ୍ଠାନର ଏକାଡେମିକ କ୍ୟାଲେଣ୍ଡର ଅନୁକରଣ କରିବାକୁ ୟୁଜିସିର ନିର୍ଦ୍ଦେଶ
The post ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର appeared first on ONA KHABAR.
[ad_2]