ରାଜ୍ୟ
କଟକକୁ ରେଡ୍ ଆଲର୍ଟ ! – Ibnodisha

[ad_1]
ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ କଟକକୁ ରେଡ୍ ଆଲର୍ଟ ଜାରି ହୋଇଛି । ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଭୁବନେଶ୍ୱର ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ପ୍ରବଳ ତାତି: ଏହି ସବୁ ଜିଲ୍ଲାକୁ ରେଡ ଓ ଅରେଞ୍ଜ ଆଲର୍ଟ ଜାରି
The post କଟକକୁ ରେଡ୍ ଆଲର୍ଟ ! appeared first on ONA KHABAR.
[ad_2]