ଅପରାଧ
ବାପର ଭୁଜାଲି ମାଡରେ ପୁଅର ମୃତ୍ୟୁ – Ibnodisha

[ad_1]
ଭଦ୍ରକ : ପାରିବାରିକ କଳହରୁ ବାପାପୁଅ ହଣାହଣି ; ପୁଅ ମୃତ । ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟକ ସୁନାଗଡିଆ ଗାଁରେ ଅଘଟଣ । ବାପାର ଭୁଜାଲି ମାଡରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ । ବାପା ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଘରେ ଖାଉଥିବା ବେଳେ ସାମାନ୍ୟ ବଚାସାରୁ ହତ୍ୟାକାଣ୍ଡ ।
ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
[ad_2]



