ଅପରାଧ
ଚିନ୍ତା ବଢ଼ାଉଛି ସାଇବର ଠକେଇ – Ibnodisha
[ad_1]
ବ୍ୟୁରୋ : ଚିନ୍ତା ବଢ଼ାଉଛି ସାଇବର ଠକେଇ । ବାରମ୍ବାର ଅପରାଧ କରୁଛି ସିଦ୍ଧାର୍ଥ ପାଣିଗ୍ରାହୀ । OLXରେ ମୋବାଇଲ ଦେବା ନାଁରେ ଟଙ୍କା ଠକୁଛି । ସାଇ ଇଲେକ୍ଟ୍ରୋ ୱାର୍ଲଡ଼ ନାଁରେ ସଂସ୍ଥା ଖୋଲି ଏଭଳି ଅପରାଧ କରୁଥିଲା । ବିଭିନ୍ନ ପ୍ରକାର ସାଇବର ଠକେଇ ଉପରେ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ, ୩ ଗିରଫ
[ad_2]