ଅପରାଧ

ଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲଦାର

ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ତହସିଲଦାର ଧୋବେଇ ନାୟକଙ୍କ ଘରେ ଚାଲିଛି ରେଡ୍‌ । ନୟାଗଡ଼ ଭାପୁର ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଚାଲିଛି ରେଡ୍ । ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button