ଦେଶ
କୁମ୍ଭୀର ଆକ୍ରମଣରେ ଆଖି ବୁଜିଛନ୍ତି ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳି – Ibnodisha

[ad_1]
ବ୍ୟୁରୋ : ମୃତ୍ୟୁର ବିକଟାଳ ଚିତ୍ର ଦେଖିବାକୁ ମିଳିଛି ଆମେରିକୀୟ ଦେଶ କୋଷ୍ଟାରିକାରେ। କୁମ୍ଭୀର ଆକ୍ରମଣରେ ଅଖି ବୁଜିଛନ୍ତି ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳି ଜିସସ ଆଲବର୍ଟ ଲୋପେଜ । ଖେଳାଳୀଙ୍କୁ ମାରିବା ପରେ କୁମ୍ଭୀରଟି ମୃତଦେହକୁ ପାଟିରେ କାମୁଡି ନଇରେ ପହଁରୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏଭଳି ବିଭତ୍ସ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇ ପଡିଥିଲେ ।
ସମୁଦ୍ରରେ ଜାହାଜ ବୁଡ଼ି ୪ ମୃତ ୫୧ ନିଖୋଜ
[ad_2]




