ରାଜନୀତି

ମଣିପୁରକୁ ନେଇ ରାଜନୀତି ଲଜ୍ୟାଜନକ : ଶାହ – Ibnodisha

[ad_1]

ବ୍ୟୁରୋ : ମଣିପୁରରେ ହିଂସା ର ତାଣ୍ଡବ ହୋଇଛି, ଆମେ ଗଭୀର ମର୍ମାହତ | ମଣିପୁରରେ ଯାହା ହୋଇଛି ଲଜ୍ୟାଜନକ | ମଣିପୁର ଘଟଣାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଲଜ୍ୟାଜନକ | ଭ୍ରାନ୍ତି ସୃଷ୍ଟି କରାଯାଉଛି ଯେ ମଣିପୁର ଆଲୋଚନା ଚାହୁଁନି ସରକାର |ଭ୍ରାନ୍ତି ଦୂର କରିବାକୁ ଚାହୁଁଛୁ , ପ୍ରଥମ ଦିନରୁ ଆମେ ଚର୍ଚ୍ଚା ପାଇଁ ପ୍ରସ୍ତୁତ | ଗୃହ ମନ୍ତ୍ରୀ କୁ ପକ୍ଷ ରଖିବାକୁ ନଦେବା କି ପ୍ରକାର ଗଣତନ୍ତ୍ର | ଆମକୁ ଚୁପ କରାଇପାରିବନି ୧୩୦ କୋଟି ଲୋକ ଆମକୁ ଜିତାଇଛନ୍ତି | ଏକ ଗୁଜବ କୁ ନେଇ କୁକି-ମୈତେୟୀ ଙ୍କ ମଧ୍ୟରେ ଗାଣ୍ଡଗୋଳ ହେଲା | ଏହା ଏକ ପରିସ୍ଥିତି ଜଣକ ଘଟଣା ଏହାକୁ ରାଜନୀତିକ ରଙ୍ଗ ନଦିଆଯାଉ | ପରିସ୍ଥିତି ସ୍ୱାଭାବିକ ପାଇଁ ମୁଖ୍ୟ ସଚିବ ଓ ଡିଜିପି ଙ୍କୁ ବଦଳା ଯାଇଛି | ମଣିପୁର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଭାବେ ସହଯୋଗ କରିଛନ୍ତି ବୋଲି ଶାହ କହିଛନ୍ତି| ମୁଖ୍ୟମନ୍ତ୍ରୀ ସହଯୋଗ କରିବାରୁ ୩୫୬ ଲଗାଇବା ଆବଶ୍ୟକ ପଡିନି | ମଣିପୁର ହିଂସା ରେ ଏଯାବତ ୧୫୨ ଜଣ ଲୋକ ଙ୍କ ମୃତ୍ୟୁ ଘଟିଛି | ହିଂସା ଧୀରେ ଧୀରେ କାମୁଛି , ହିଂସା ରେ ତେଲ ଢଳା ନଯାଉ ବୋଲି କହିଛନ୍ତି ଶାହ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button