ରାଜ୍ୟ

ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା, ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ ଭ୍ୟାନ

ଟକ: କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ରାସ୍ତା କଡକୁ ଚଢ଼ି ଗଲା ପୋଲିସ ଭ୍ୟାନ । ଜଣେ ଉଠା ଦୋକାନ ଉପରକୁ ମାଡି ଗଲା ଭ୍ୟାନ । ଜଣେ ସାଇକେଲ ଆରୋହୀ ମଧ୍ୟ ଆହତ । କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଏହି ଦୁର୍ଘଟଣା ଘଟିଛି । କଟକ ସଦର ପୋଲିସର ରିଜର୍ଭ ଶାଖାରେ ଏହି ପୋଲିସ ଭ୍ୟାନ ନିୟୋଜିତ ରହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button