ରାଜ୍ୟ

କପଡା ଗୋଦାମରେ ଜିଏସଟି ଚଢାଉ

ମ୍ବଲପୁର : କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଶୁକ୍ରବାର ଜିଏସଟି ଚଢାଉ କରିଛି । ଦୀର୍ଘ ଦିନ ହେବ ଏହି ଦୋକାନୀ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କାମଲିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ଏକ ୧୫ ଜଣିଆ ଟିମ ଚଢାଉ କରିଥିଲେ। ଏକକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢାଉ କରିଥିଲେ।କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ଚଢାଉରେ ସାମିଲ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button