ରାଜ୍ୟ

ସାପ କାମୁଡ଼ାରେ ଶିଶୁ ପୁତ୍ର ମୃତ – Ibnodisha

[ad_1]

ରାଇରଙ୍ଗପୁର : ସାପ କାମୁଡ଼ାରେ ଶିଶୁ ପୁତ୍ରର ମୃତ୍ୟୁ। ବାଦମପାହାଡ଼ ଥାନା ଅଙ୍ଗାରପଡା ଗ୍ରାମର ପ୍ରଦୀପ ହେମ୍ବ୍ରମଙ୍କ ୬ ବର୍ଷର ପୁଅ ମୁକେଶ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ମୁକେଶ ଶୁକ୍ରବାର ଖାଇ ପିଇ ନିଜ ମା ସହିତ ଘର ଭିତରେ ମଶାରୀ ଟାଙ୍ଗି ଭୂମିରେ ଶୋଇଥିଲେ। ରାତି ସାଢ଼େ ୧୨ଟା ସମୟରେ ଏକ ବଡ଼ ଚିତି ସାପ ବିଛଣାରେ ପଶି ଶିଶୁଟିର ଗୋଡ଼କୁ କାମୁଡିବାରୁ ସେ ଚିତ୍କାର କରିଥିଲା। ଚିତ୍କାର ଶୁଣି ମା ଉଠି ସାପ କାମୁଡି ଥିବା ଜାଣି ତୁରନ୍ତ ମେଡ଼ିକାଲ ଆଣିଥିଲେ। ହେଲେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇଥିଲା।

ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button