ରାଜ୍ୟ

ପୁରୀ ପରେ ଝାରସୁଗୁଡ଼ା ଜିଲ୍ଲାରେ ୫-ଟି ସଚିବ – Ibnodisha

[ad_1]

ଝାରସୁଗୁଡ଼ା: ପୁରୀ ପରେ ଝାରସୁଗୁଡ଼ାରେ ବିକାଶ ସମୀକ୍ଷା । ବ୍ରଜରାଜନଗରରେ ୫-ଟି ସଚିବଙ୍କ ମାରାଥନ ସମୀକ୍ଷା । ମାଆ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ମାଆଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ । ମନ୍ଦିର ଉନ୍ନତିକରଣ ଓ ଆବଶ୍ୟକତା ନେଇ ମନ୍ଦିର ପୂଜକ, କର୍ମକର୍ତ୍ତାଙ୍କ ସହ ସଚିବ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଝାରସୁଗୁଡ଼ା ଗସ୍ତ କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସ୍ବାଗତ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button