ରାଜ୍ୟ

ଦୁର୍ଘଟଣାରେ ୨ ମୃତ – Ibnodisha

[ad_1]

ରସୁଲପୁର : ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ପୁରୁଣା ଥାନା ନିକଟରେ ୧୬ନମ୍ବର ଜାତୀୟ ରାଜପଥ ମୂଳପାଳ ଠାରେ ଆଜି ମଧ୍ୟାହ୍ଣରେ ଏକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅଚଳ ଟ୍ରକକୁ ମରାମତି କରୁଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୁଆଖିଆ ଥାନା ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button