IBN ଓଡ଼ିଶା ବ୍ୟୁରୋ
ବିଷ୍ଣୁ ଦାସ ଙ୍କ ଅକାଳ ବିୟୋଗ !

IBN ଓଡିଶା(ବ୍ୟୁରୋ)-ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାନସଭା ର ବରିଷ୍ଠ ସଭ୍ୟ, ତିର୍ତ୍ତୋଲ ର ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଅଛି।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏପରି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାର କୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ।ଆମ IBN ଓଡିଶା ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।