ରାଜନୀତି

ନବୀନଙ୍କୁ ଅଣ୍ଡା ମାରିଲେ ୩୦୭, ପ୍ରଦୀପଙ୍କୁ ଅଣ୍ଡା ମାରିଲେ ମାଫ : ଶରତ – Ibnodisha

[ad_1]

ବ୍ୟୁରୋ : କାଲିର ଘଟଣା ନେଇ କଡା ପ୍ରତିକ୍ରିୟା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ | ବ୍ୟୁରୋକ୍ରାଟମାନେ ଜନପ୍ରତିନିଧିଙ୍କ ପ୍ରତି ଅପମାନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ | କେଉଁଠୁ ଏ ସାହସ ପାଉଛନ୍ତି , ସୀମା ଭିତରେ ରୁହନ୍ତୁ ବୋଲି କହିଲେ ଶରତ | ନବୀନ ଙ୍କୁ ଅଣ୍ଡା ମାରିଲେ ୩୦୭, ପ୍ରଦୀପଙ୍କୁ ଆଣ୍ଡ ମାରିଲେ ମାଫ |

୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ଼ ହେବା ଆବଶକ୍ୟ : ସାଲୁଜା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button