ରାଜ୍ୟ

ଅନୁପ୍ରାସାଙ୍କ ଜମି ଦଖଲ କଲା ବ୍ୟାଙ୍କ – Ibnodisha

[ad_1]

କଟକ : ବହୁ ପ୍ରତିଘାତ ପରେ ଅନୁପ୍ରାସଙ୍କ ଜମି ଦଖଲ କଲା ବ୍ୟାଙ୍କ |ସଂସଦ ଅନୁଭବ ଙ୍କ ଭାଇ ଅନୁପ୍ରାସଙ୍କ ନାଁରେ ଥିବା ଜମି ଦଖଲ କୁ ନେଲା | ଋଣ ଖିଲାପ ନେଇ ସେଲଟର ଛକ ସ୍ଥିତ ଜମି ଦଖଲ କଲା ଅର୍ବାନ ବ୍ୟାଙ୍କ | ଜମି ଦଖଲକୁ ନେଇ ଆଜି ପୂର୍ବାହ୍ନରେ ତମ୍ବିତୋଫାନ ହୋଇଥିଲା | ଜମି ଅନୁପ୍ରାସଙ୍କର ନୁହେଁ ବୋଲି ବିରୋଧ କରିଥିଲେ ସ୍ଥାନୀୟ ଲୋକ | ଶେଷରେ ପୋଲିସ ହସ୍ତାକ୍ଷପ ପରେ ଜମି ବ୍ୟାଙ୍କ ଦଖଲ କୁ ନେଇଥିବା ସୂଚନା |

୧୧ରୁ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button