ଦେଶ

Gk Questions & Answers- କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି ? 99% ଲୋକ ଫେଲ

ଜ୍ଞାନ ହିଁ ସଫଳତାର ଚାବି କାଠି। ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ। ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ। ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଜରୁରୀ IAS ପରୀକ୍ଷା ପ୍ରଶ୍ନ ଏବଂ ତାର ଉତ୍ତର ତେବେ ଆସନ୍ତୁ ସେଗୁଡ଼ିକ ଆଲୋଚନା କରିବା।

1- JCB ର ସମ୍ପୂର୍ଣ୍ଣ ରୂପ କ’ଣ ଏବଂ ଏହାକୁ ହିନ୍ଦୀରେ କ’ଣ କୁହାଯାଏ?
ଉତ୍ତର – “Joseph Cyril Bamford”
JCB ର ସମ୍ପୂର୍ଣ୍ଣ ରୂପ ହେଉଛି “ଜୋସେଫ ସିରିଲ ବାମଫୋର୍ଡ” ଯାହା ସଂକ୍ଷିପ୍ତ ରେ ଜେସିବି ଭାବରେ ଜଣାଶୁଣା ।

2. ଭାରତ କେତୋଟି କ୍ରିକେଟ୍ ବିଶ୍ୱକପ୍ ଜିତିଛି?

ଉତ୍ତର: ଭାରତ ଦୁଇଟି କ୍ରିକେଟ୍ ବିଶ୍ୱକପ୍ ଜିତିଛି

3. ମାଟି ତଳେ ଫଳୁଥିବା ପନିପରିବା ଗୁଡିକର ନାମ କୁହନ୍ତୁ?

ଉତ୍ତର: ବିଟ୍, ଗାଜର, ଏବଂ ମୂଳା ହେଉଛି ମାଟି ତଳେ ଫଳୁଥିବା ପନିପରିବା ।

4. କେଉଁ ରଙ୍ଗ ଶାନ୍ତିର ପ୍ରତୀକ ଅଟେ?

ଉତ୍ତର: ଧଳା ରଙ୍ଗ ଶାନ୍ତିର ପ୍ରତୀକ ଅଟେ

5. ରୋମିଓ ଏବଂ ଜୁଲିଏଟ୍ କିଏ ଲେଖିଛନ୍ତି?

ଉତ୍ତର: ରୋମିଓ ଏବଂ ଜୁଲିଏଟ୍ ୱିଲିୟମ୍ ସେକ୍ସପିୟର ଲେଖିଥିଲେ।

6. କେଉଁ ଫସଲ ଦାର୍ଜିଲିଂ ଅଞ୍ଚଳରେ ପ୍ରସିଦ୍ଧ?
ଉତ୍ତର: ଦାର୍ଜିଲିଂ ଅଞ୍ଚଳ ଚା ପତ୍ର ଚାଷ ପାଇଁ ଜଣାଶୁଣା

7. କେଉଁ ଦ୍ୱୀପପୁଞ୍ଜ ଭାରତର ଅଂଶ?

ଉତ୍ତର: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷ୍ମୀଦ୍ୱୀପ ଭାରତର ଏକ ଅଂଶ

8. ଜର୍ଜ ୱାଶିଂଟନ୍ କିଏ?


ଉତ୍ତର: ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତି ଥିଲେ।

9. ଯୁକ୍ତରାଷ୍ଟ୍ରର କେଉଁ ରାଷ୍ଟ୍ରପତି ଦାସତ୍ୱକୁ ରଦ୍ଦ କଲେ?
ଉତ୍ତର: ଅବ୍ରହାମ ଲିଙ୍କନ୍ ଦାସତ୍ୱକୁ ରଦ୍ଦ କରିଥିଲେ।

10. କେଉଁ ଆଫ୍ରିକୀୟ ରାଷ୍ଟ୍ର ଚକୋଲେଟ୍ ପାଇଁ ପ୍ରସିଦ୍ଧ?

ଉତ୍ତର: “ଘାନା” ଦେଶ ଚକୋଲେଟ୍ ପାଇଁ ବିଶ୍ୱ ପ୍ରସିଦ୍ଧ।

11. କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି?


ଉତ୍ତର: ବ୍ରତ ବା ପଇତା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button