ରାଜ୍ୟ
-
‘ରାଜମାତା ଜୀଜାବାଈ ଟ୍ରଫି’ ପାଇଁ ଓଡ଼ିଶା ଦଳ
କଟକ: ୨୯ତମ ଜାତୀୟ ମହିଳା ଫୁଟ୍ବଲ ପ୍ରତିଯୋଗିତା ‘ରାଜମାତା ଜୀଜାବାଈ ଟ୍ରଫି’ ପାଇଁ ୨୨ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏଥିପାଇଁ ଦଳ ବୁଧବାର ଆନ୍ଧ୍ରପ୍ରଦେଶ…
Read More » -
ରତ୍ନଗର୍ଭା ଯାଜପୁର… ନିଅନ୍ ଆଲୁଅ ଭିତରେ ଭୋକର ଅନ୍ଧକାର
ଗଦାଧର ପଣ୍ଡାଯାଜପୁର: ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁର। ଖଣି, ପାଣି, ଲଘୁ ଖଣିଜ ସଂପଦର ଅସରନ୍ତି ଭଣ୍ଡାର। ଜିଲ୍ଲାର ସୁକିନ୍ଦାରେ ରହିଛି ବିଶ୍ବର ବୃହତ୍ କ୍ରୋମାଇଟ୍ ଖଣି।…
Read More » -
ଲୁଟ୍ ଉଦ୍ୟମରୁ ତୁମୁଳକାଣ୍ଡ: ଗ୍ରାମବାସୀଙ୍କ ଆକ୍ରମଣରେ ୩ ପୁଲିସ କର୍ମଚାରୀ ଆହତ
ବିନିକା/ସିଙ୍ଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ଘଟିଛି। ଗ୍ରାମବାସୀଙ୍କ ଆକ୍ରମଣରେ…
Read More » -
ପୁଣି ମହାପ୍ରଭୁଙ୍କ ଦର୍ଶନରେ ପ୍ରତିବନ୍ଧକ ଷଡ଼୍ଯନ୍ତ୍ର: ଦୁଇଦ୍ବାରରେ ପ୍ରବେଶ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ବନ୍ଦ ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଭିତିରିଆ ଷଡ଼୍ଯନ୍ତ୍ର। ନା କୌଣସି ଭକ୍ତ, ବୁଦ୍ଧିଜୀବୀ, ସଂଗଠକଙ୍କ ପରାମର୍ଶ ନିଆଯାଇଛି, ନା…
Read More » -
ନାବାଳିକାକୁ ଦୁଷ୍କର୍ମ: ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର
ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଲଜ୍ଜାକର ଘଟଣା। ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…
Read More » -
ସ୍ବାଭିମାନ ଅଂଚଳରେ ଛାତ୍ରଛାତ୍ରୀଙ୍କୁ ଧକ୍କା: ଶିକ୍ଷା ପରିସର ନାଁରେ ବଡ଼ଧରଣର ଦୁର୍ନୀତି
ମାଲକାନଗିରି: ଭୋଟ ପାଇଁ ତତ୍କାଳୀନ ସରକାରଙ୍କର ଆଖିବୁଜା ଉଦଘାଟନ। ପ୍ରଥମେ ମାଲକାନଗିରି ଜିଲ୍ଲାକୁ ଆକାଶରେ ଉଡିବାର ସ୍ବପ୍ନ ଦେଖାଇ ଅତି ତରବରିଆ ଭାବେ ବିମାନବନ୍ଦରଟିକୁ ଉଦଘାଟନ କରାଯାଇଥିଲା।…
Read More » -
କର୍ମଚାରୀଙ୍କୁ କାର୍ ଉପହାର ଦେଲା ଔଷଧ କମ୍ପାନି
ଚଣ୍ଡୀଗଡ଼: ହରିୟାଣା ପଞ୍ଚକୁଲାସ୍ଥିତ ଏକ ଔଷଧ କମ୍ପାନି ଚଳିତବର୍ଷର ଦୀପାବଳି ଉପଲକ୍ଷେ ଏହାର କର୍ମଚାରୀଙ୍କୁ କାର୍ ଉପହାର ଦେଇଛି। ଉତ୍ତମ କାର୍ଯ୍ୟ ସଂପାଦନ କରିଥିବା ୧୫ କର୍ମଚାରୀଙ୍କୁ…
Read More » -
ନଡ଼ିଆକତା ଶିଳ୍ପ ଆଳରେ ୧.୭୬ କୋଟି ବରବାଦ: ଆଇନର ଆଶ୍ରୟ ନେବାକୁ ଚେତାବନୀ
ଆଳି/ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ପ୍ରତିଷ୍ଠା ହୋଇଥିବା ନଡ଼ିଆକତା ଶିଳ୍ପ ଏବେ ଭୂତକୋଠି ପାଲଟିଛି। ଏଥିପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା…
Read More » -
ମରିଯିବ ଚିରସ୍ରୋତା ଭାସ୍କେଲ! ନଦୀ ଶଯ୍ୟା ପାଲଟୁଛି ପୋଖରୀ, ପ୍ରଶାସନ ନିରବ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚିରସ୍ରୋତା ଭାସ୍କେଲ ନଦୀ ଉପରେ ବାଲି ମାଫିଆଙ୍କ ନଜର। ନଈ ଗର୍ଭରୁ ବେଆଇନ ଭାବେ ଉଠାଯାଉଛି ବାଲି। ନଦୀଶଯ୍ୟା ଏବେ ପୋଖରୀ ପାଲଟିଛି।…
Read More » -
୭୮ ହଜାରମୁହାଁ ସୁନା
ଭୁବନେଶ୍ବର: ଦେଶରେ ଗତ କିଛିଦିନ ହେଲା ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍…
Read More »