IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ପୂଜାଘରେ ଏହି ଗୋଟିଏ ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ । ପୁରା ଘର ହୋଇଯାଏ ବର୍ବାଦ , ଆସିଥାଏ ଭୟଙ୍କର ଦାରିଦ୍ର୍ୟତା
ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଦିନ ଘରର ମନ୍ଦିରରେ ସକାଳ ସନ୍ଧ୍ୟାରେ ଦୀପ ଜାଳିବା ଜରୁରୀ ଅଟେ । କାରଣ ଏହାଦ୍ବାରା ନକରାତ୍ମକ ଶକ୍ତି ଘରୁ ବାହାର…
Read More » -
ପତିବ୍ରତା ସ୍ତ୍ରୀର ରହିଥାଏ ଏଭଳି ଲକ୍ଷଣ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପତିବ୍ରତା ସ୍ତ୍ରୀର କଥା ।
ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପତିବ୍ରତା ନାରୀର ସଙ୍କେତ ବିଷୟରେ କହିଛନ୍ତି । ଯାହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ ପତିବ୍ରତା ନାରୀ ମାନଙ୍କର ତିନୋଟି ଲକ୍ଷଣ ବିଷୟରେ…
Read More » -
କାହିଁକି କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ ଦ୍ରୌପଦୀ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଦ୍ରୌପଦୀ କୁକୁର ଜାତିକୁ କାହିଁକି ଅଭିଶାପ ଦେଇଥିଲେ । ତେବେ କହିରଖିବୁ ଯେ ଦ୍ରୌପଦୀଙ୍କର ଏହି କାହାଣୀ ମହାଭାରତ…
Read More » -
ଏହି ୫ ପ୍ରକାର ଭୋଗ ଲାଗିଲେ ହନୁମାନ ଖୁବ ଶୀଘ୍ର ହୁଅନ୍ତି ପ୍ରସନ୍ନ , ଦୂର କରନ୍ତି ଭକ୍ତଙ୍କର ସବୁ ସମସ୍ୟା
ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ ଅସୁବିଧା ଦୂର କରିଥାନ୍ତି । ସେଥିପାଇଁ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ । ଶ୍ରୀହନୁମାନ ନିଜ ଭକ୍ତଙ୍କ ଉପରେ…
Read More » -
କୁକୁରଟିଏ ଯମରାଜଙ୍କୁ କହିଛି ମନୁଷ୍ୟର ଖରାପ ସ୍ଵଭାବ । ପ୍ରତ୍ୟେକ ମନୁଷ୍ୟ ଠାରେ ରହିଥାଏ ଏଭଳି ସ୍ଵଭାବ । ନିଶ୍ଚୟ ଜାଣି ରଖନ୍ତୁ ।
ମନୁଷ୍ୟ ଜୀବନର ନିରାଟ ବାସ୍ତବତା ବିଷୟରେ ଅନେକ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏକ କଥାରେ ରହିଛି ଯେ ଗୋଟିଏ କୁକୁର ଯମରାଜଙ୍କୁ ମନୁଷ୍ୟର ସ୍ଵଭାବ…
Read More » -
ଜାନୁଆରୀ ୭ , ବର୍ଷର ପ୍ରଥମ ସଫଳ ଏକାଦଶୀ । ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ।
ଏକାଦଶୀକୁ ଗଙ୍ଗା ପରି ପବିତ୍ର ମାନା ଯାଏ । ଚଳିତ ନୂଆବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ ୭ ରେ ପଡ଼ୁଛି । ତେଣୁ ଏହିଦିନ ଯଦି ଆପଣ…
Read More » -
ପଇସାକୁ ଚୁମ୍ବକ ପରି ଆକର୍ଷିତ କରିଥାଏ ଏହି ଗଛ , ୨୪ ଘଣ୍ଟାରେ ବଦଳାଇ ଦେଇଥାଏ ଭାଗ୍ୟ । ନିଶ୍ଚୟ ଜାଣି ରଖନ୍ତୁ
ଆମ ଚାରିପାଖରେ ଏପରି ଅନେକ ଗଛ ରହିଛି ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ମାତ୍ର ଲୋକେ ତାହାକୁ ନିରର୍ଥକ ଭାବି ଉପାଡ଼ି ଫିଙ୍ଗି ଦେଇଥାନ୍ତି । କିନ୍ତୁ…
Read More » -
ରାତିରେ ବିଛଣାକୁ ଯିବା ପୂର୍ବରୁ ଏକ ଲୋଟା ଜଳ ଭରି ରଖି ଦିଅନ୍ତୁ ଏହି ସ୍ଥାନରେ । ଘରେ ହେବ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ
ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଲୋଟା ଜଳକୁ ପ୍ରୟୋଗ କରି କିଭଳି ଜୀବନର ସମସ୍ୟା ଦୂର କରିହେବ ସେହି ବିଷୟରେ କହିବୁ । ବାସ୍ତୁ ଶାସ୍ତ୍ର…
Read More » -
ନାମର ପ୍ରଥମ ଅକ୍ଷର S , R , B , P , M , N ଥିଲେ ୨୦୨୪ ରେ ସେମାନଙ୍କୁ ମିଳିବ ବଡ଼ ଖୁସି ଖବର । ଜାଣି ରଖନ୍ତୁ …….
ମନୁଷ୍ୟ ଜୀବନରେ ଯାହା କିଛି ଘଟୁଛି କିମ୍ବା ପରିବର୍ତ୍ତନ ହେଉଛି , ସେହି ସବୁକିଛି ଗ୍ରହର ଚଳନ କାରଣରୁ ହୋଇଥାଏ । ଏହି କାରଣରୁ ଅନେକ ସମସ୍ୟାର…
Read More » -
ଆପଣଙ୍କର ନାମ କେବଳ ଅପଣଙ୍କୁ ଚିହ୍ନାଇ ନଥାଏ ବରଂ ଆପଣଙ୍କର ସ୍ଵଭାଵ ଏବଂ ବ୍ୟକ୍ତିତ୍ୱକୁ ମଧ୍ୟ ପ୍ରତିଫଳିତ କରିଥାଏ। ତଥାପି ଆଜି ଆମେ ଆପଣଙ୍କୁ S ନାମକ ଝିଅମାନଙ୍କର ସ୍ଵଭାଵ ବିଷୟରେ କହିବାକୁ ଯାଉଛୁ। ଏହି ନାମର ଝିଅମାନଙ୍କରେ ମଧ୍ୟ ଅନେକ ଭଲ ଗୁଣ ଅଛି ଏବଂ ଅନେକ ଖରାପ ଗୁଣ ମଧ୍ୟ ଦେଖାଯାଏ। ଆସନ୍ତୁ S ନାମକ ଝିଅମାନଙ୍କର ସ୍ଵଭାଵ ବିଷୟରେ ବିସ୍ତୃତ ଭାବରେ ଜାଣିବା। ସୁନ୍ଦର ଏବଂ ଆକର୍ଷଣୀୟ:- S ନାମକ ଝିଅମାନେ ରୂପରେ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସେମାନଙ୍କର ଏହି ସୌନ୍ଦର୍ଯ୍ୟତା ହେତୁ ସେମାନେ ଖୁବ୍ ଶୀଘ୍ର ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରନ୍ତି। ସେମାନଙ୍କର ଏହି ଆକର୍ଷଣ ହେତୁ ସମସ୍ତେ ସେମାନଙ୍କୁ ସେମାନଙ୍କର ବନ୍ଧୁ କରିବାକୁ ଚାହାଁନ୍ତି। ସେମାନେ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥାନ୍ତି। କଠିନ ପରିଶ୍ରମୀ:- S ନାମକ ଝିଅମାନେ ତାଙ୍କ କାମକୁ ମନ ଦେଇ ଏବଂ କଠିନ ପରିଶ୍ରମ ସହିତ କାର୍ଯ୍ୟ କରିଥାନ୍ତି। ଏହି ଝିଅମାନେ ଗୋଟିଏ ଥରରେ ଗୋଟିଏ କାମ କରନ୍ତି ଏବଂ ସେମାନେ କାର୍ଯ୍ୟ ସମୟରେ ଆଦୌ ଥଟ୍ଟା ମଜା କରିବାକୁ ପସନ୍ଦ କରନ୍ତି ନାହିଁ। ଏହା ବ୍ୟତୀତ ସେମାନେ ଭୁଲ ଏବଂ ମିଥ୍ୟା କଥାକୁ ଆଦୌ ବରଦାସ୍ତ କରନ୍ତି ନାହିଁ। S ନାମକ ଝିଅମାନେ କେବଳ ପରିଶ୍ରମୀ ନୁହଁନ୍ତି ବରଂ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି। ଯଦି ସେମାନେ ଥରେ କୌଣସି କାର୍ଯ୍ୟକୁ ଆରମ୍ଭ କରିଦିଅନ୍ତି, ତେବେ ସେମାନେ ସେହି କାର୍ଯ୍ୟ ସମାପ୍ତ ନକରିବା ପର୍ଯ୍ୟନ୍ତ ହାର ମାନନ୍ତି ନାହିଁ । ରାଗି:- ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି କିନ୍ତୁ ସ୍ୱଭାବରୁ ସେମାନେ ବହୁତ ରାଗି ହୋଇଥାନ୍ତି। ଛୋଟ ଛୋଟ ଜିନିଷକୁ ନେଇ ସେମାନେ ରାଗି ଯାନ୍ତି। କେବଳ ଏତିକି ନୁହେଁ, ଯେତେବେଳେ ସେ କ୍ରୋଧିତ ହୁଅନ୍ତି, ସେ ସେତେବେଳେ କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ। ସେ ତାଙ୍କର ପିତାମାତା ହେଇଥାନ୍ତୁ ନା କାହିଁକି। ପ୍ରେମରେ ଗମ୍ଭୀର:- ଯଦି ଏମାନଙ୍କର ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା ହେବା, ତେବେ ସେମାନେ ନିଜ ସାଥୀଙ୍କ ପାଇଁ ବହୁତ ଗମ୍ଭୀର ହୋଇଥାନ୍ତି। ତାଙ୍କ ସାଥୀଙ୍କ ନିକଟତର କିଏ ହେଉ ତାଙ୍କୁ ଆଦୋୖ ପସନ୍ଦ ନୁହେଁ। କହିଦଉଛୁଯେ S ଅକ୍ଷରରୁ ଆରମ୍ଭ ଝିଅ ମାନେ, ତାଙ୍କ ପ୍ରେମ ଜୀବନ ହେଉ କିମ୍ବା ଦାମ୍ପତ୍ୟ ଜୀବନ, ନିଜ ସାଥୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ରୁହନ୍ତି । ରୋମାଣ୍ଟିକ୍:- ଏହି ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ସେମାନେ ହୃଦୟରୁ ଅତ୍ୟନ୍ତ ସ୍ୱଚ୍ଛ ହୋଇଥାନ୍ତି, ଅର୍ଥାତ୍ ସେମାନଙ୍କ ହୃଦୟରେ ଯାହା ଥାଏ ତାହା ମଧ୍ୟ ସେମାନଙ୍କ ମୁଖରେ ଥାଏ। କିନ୍ତୁ ସେ ମହଙ୍ଗା ଉପହାର ସହିତ ନିଜ ସାଥୀଙ୍କ ପାଇଁ ପ୍ରେମ ପ୍ରଦର୍ଶନ କରନ୍ତି ନାହିଁ, କିନ୍ତୁ ସେ ଆଚରଣ ଓ କାର୍ଯ୍ୟ ଦ୍ୱାରା ଭଲ ପାଇବା ଦର୍ଶାଇ ଥାନ୍ତି । ଭରସା ଯୋଗ୍ୟ ସାଥି ହୋଇଥାନ୍ତି:- S ନାମକ ଝିଅମାନେ ପ୍ରେମରେ ଅତ୍ୟନ୍ତ ସଚ୍ଚୋଟ ଏବଂ ବିଶ୍ୱସ୍ତ ହୋଇଥାନ୍ତି। ତାଙ୍କର ବନ୍ଧୁ କିମ୍ବା ତାଙ୍କ ସାଥୀ ହୋଇ ଥାଉ ନା କାହିଁକି ସେ କାହାକୁ ଧୋକା ଦେଇନଥାନ୍ତି। କେବଳ ଏତିକି ନୁହେଁ, ତାଙ୍କ ସାଥି ଯେତେ ଖରାପ ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ ସେ ତାଙ୍କୁ କେବେ ବି ଛାଡନ୍ତି ନାହିଁ । ଦୟାଳୁ:- ଯଦିଓ ଏହି ଝିଅମାନେ ରାଗି ହୋଇଥାନ୍ତି କିନ୍ତୁ ହୃଦୟରୁ ବହୁତ ଦୟାଳୁ ହୋଇଥାନ୍ତି। ସେମାନଙ୍କର ଏହି ଉଦାରତା ପଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ଯଦି ଏହି ଝିଅମାନଙ୍କ ସାମ୍ନାରେ କେହି ଅସୁବିଧାରେ ପଡ଼ିଥାନ୍ତି ତେବେ ସେ ନିଶ୍ଚିତ ଭାବରେ ତାଙ୍କୁ ସାହାଯ୍ୟ କରନ୍ତି। ସେ କାହାକୁ ସାହାଯ୍ୟ କରିବାକୁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ । ନିଜେ ସବୁକାର୍ଯ୍ୟ କରିଥାନ୍ତି:- S ଅକ୍ଷର ନାମ ଥିବା ଝିଅମାନେ ନିଜେ ସବୁକିଛି କରିବାର କ୍ଷମତା ରଖିଥାନ୍ତି। ସେମାନେ ନିଜ କାର୍ଯ୍ୟରେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଆତ୍ମବଳରେ ସବୁକିଛି କରିଥାନ୍ତି ଏବଂ ସବୁକିଛି ହାସଲ ମଧ୍ୟ କରି ନିଅନ୍ତି। ଏହି ଝିଅମାନଙ୍କୁ ଆଦୌ ଦେଖେଇ ହବାକୁ ଭଲ ଲାଗେ ନାହିଁ । ସନ୍ଧେହ କରିଥାନ୍ତି:- ଯଦିଓ ଏହି ଝିଅମାନେ ପ୍ରେମରେ ସଚ୍ଚୋଟ ଏବଂ ବିଶ୍ୱସ୍ତ ଅଟନ୍ତି ତଥାପି ସେମାନଙ୍କର ଏକ ଖରାପ ଗୁଣ ଅଛିଯେ ସେମାନେ ପ୍ରେମକୁ ନେଇ ସନ୍ଦେହ କରିଥାନ୍ତି। ଏହି ଝିଅମାନେ ଛୋଟ ଛୋଟ କଥାକୁ ନେଇ ନିଜ ସାଥୀଙ୍କୁ ସନ୍ଦେହ କରିବା ଆରମ୍ଭ କରନ୍ତି। ଏହି କାରଣରୁ ଅନେକ ଥର ସେମାନଙ୍କର ନିଜ ସାଥୀଙ୍କ ସହିତ ଝଗଡା ହୋଇଯାଏ। ଏହା ବ୍ୟତୀତ ଏହି ଝିଅମାନେ ପ୍ରେମରେ ଟିକେ ଲାଜ କରିଥାନ୍ତି । ମଜାଳିଆ ହୋଇଥାନ୍ତି:- S ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଝିଅ ମାନେ ବହୁତ ମଜାଳିଆ ହୋଇଥାନ୍ତି, ସେମାନେ କୌଣସି ପରିସ୍ଥିତିରେ ଭୟଭୀତ ହୁଅନ୍ତି ନାହିଁ କିନ୍ତୁ ଦୃଢତାର ସହ ବିପଦର ସାମ୍ନା କରନ୍ତି। ଏହି ଝିଅମାନଙ୍କ ମୁହଁରେ ସବୁବେଳେ ହସ ଥାଏ ଏବଂ ସେମାନଙ୍କର ଏହି ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ | କଞ୍ଜୁସ ହୋଇଥାନ୍ତି:- S ନାମ ଥିବା ଝିଅମାନେ ଟଙ୍କା ଦୃଷ୍ଟିରୁ ସାମାନ୍ୟ କଞ୍ଜୁସ ହୋଇଥାନ୍ତି। ବାସ୍ତବରେ ସେମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ଶୀଘ୍ର କିଛି ଜିନିଷରେ ଟଙ୍କା ପକାଇବାକୁ କୁଣ୍ଠାବୋଧ କରନ୍ତି। ଯଦିଓ ଏହି ଝିଅମାନେ ହୃଦୟରୁ ଅତ୍ୟନ୍ତ ସ୍ୱଚ୍ଛ, କିନ୍ତୁ ସେମାନଙ୍କର ଏହି କଞ୍ଜୁସ ପ୍ରକୃତି ସେମାନଙ୍କୁ ଲୋକଙ୍କ ସାମ୍ନାରେ ଖରାପ କରିଥାଏ। ଶାଶୁଘରେ ଶାସନ କରନ୍ତି:- ବଡ ମାନଙ୍କୁ ସମ୍ମାନ ଦେବା ହେଉ କିମ୍ବା ସେବା କରିବା ହେଉ, ଏହି ଝିଅମାନେ ଏହି ସବୁ ଜିନିଷ କରିବା ଭଲ ଭାବରେ ଜାଣନ୍ତି। ତାଙ୍କ ଏହି ସ୍ଵଭାଵ ହେତୁ ସେ ଶାଶୁ ଘରେ ଶାସନ କରନ୍ତି। ତାଙ୍କ ଉପରେ ତାଙ୍କ ସ୍ୱାମୀ ନୁହଁନ୍ତି ବରଂ ଶାଶୁ ଶଶୁର ମଧ୍ୟ ତାଙ୍କ ଉପରେ ବହୁତ ଖୁସି ରୁହନ୍ତି। ହୃଦୟରୁ ବହୁତ ଭଲ ଅଟନ୍ତି:- ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି, ଏହା ବ୍ୟତୀତ ଏହି ଝିଅମାନେ ମଧ୍ୟ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ସେ କୌଣସି କଥାର ଉତ୍ତର ଦେବାରେ ପାରଙ୍ଗମ ହୋଇଥାନ୍ତି। ତଥାପି,ସେ କାହାକୁ ଆଘାତ ନଦେବା ପ୍ରତି ବିଶେଷ ଯତ୍ନ ନିଅନ୍ତି । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।
କୌଣସି ବ୍ୟକ୍ତିର ଚିନ୍ତାଧାରା ତାର ବିଚାର ଏବଂ ସ୍ଵଭାବର ଅାଇନା ହୋଇଥାଏ। ତାକୁ କଣ ପସନ୍ଦ ବା ପସନ୍ଦ ନୁହେଁ, ଏହାର ସ୍ଵଭାବ ବିଷୟରେ ଜଣା ପଡିଥାଏ।…
Read More »