ଦୁର୍ଘଟଣା

ଟ୍ରେନ ରେ କଟି ଯୁବକ ମୃତ

 

IBN ଓଡିଶା(ଭଦ୍ରକ,ଚାନ୍ଦବାଲି)
(Report by sitakanta padhi)

ଚାନ୍ଦବାଲି, ଭଦ୍ରକ:-ଟ୍ରେନରେ କଟି ଯୁବକ ମୃତ ସୂଚନା ଥାଉକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ,ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତର/ତୋଟାପଡ଼ା ଗ୍ରାମ ପଞ୍ଚାୟତ ଆଙ୍କପଡାଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ସାନପୁଅକାହ୍ନା ବେହେରା ବୟସ 22 ,ତେବେଆସନ୍ତା କାଲି ରାତି 7.30ମିନିଟ ସମୟରେ କାହ୍ନା ବାଇକ ଯୋଗେ ଘରକୁ ଆସୁଥିବା ବେଳେ ଟ୍ରେନ ଲାଇନ ପାର ହେଉଥିବା ସମୟରେ ଟ୍ରେନ ମାଡ଼ି ଯାଇଥିଲା ଆଉ ଘଟଣା ସ୍ଥଳରେ କାହ୍ନା ର ମୃତ୍ୟୁ ଘଟିଛି, ଖବରପାଇ ଘଟଣା ସ୍ଥଳରେ ବାଂଶଡା ଥାନଅଧିକାରୀ ପହଞ୍ଚି ଶବ ଜବତ କରିବା ସହ ପରିବାର ଲୋକ ଙ୍କୁ ଖବର ଦେଇଛନ୍ତି ।ଗଲା କିଛିଦିନ ହେବ ଏଭଳି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଧାମରା ବନ୍ଦରର କତୃପକ୍ଷ ଓ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରି ଙ୍କ ଦାୟିତ୍ଵହିନତା କାର୍ଯ୍ୟଯୋଗୁଁ ଜଣେ ଯୁବକର ଜୀବନ ଅକାଳରେ ଚାଲି ଗଲା ବୋଲି ସ୍ଥାନୀୟ ଅଂଚଳ ବାଶି ଅଭିଯୋଗ କରିବା ସହ,ଆଗକୁ ଧାମରା ବନ୍ଦରର ଉଚ୍ଚ କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button