ରାଜ୍ୟ

ବସ୍ ଧର୍ମଘଟ ଟାଳିବା ପାଇଁ ବୈଠକ – Ibnodisha

[ad_1]

ଭୁୁବନେଶ୍ୱର: ବସ୍ ଧର୍ମଘଟ ଟାଳିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ବସିଲା ବୈଠକ । ବୈଠକରେ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଥିଲେ ଉପସ୍ଥିତ । ତେବେ ବୈଠକରେ କଣ ଆଲୋଚନା ହେଲା । କିଛି ନିଷ୍କର୍ଷ ବାହାରିଲା କି ନାହିଁ ତାହା ତ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିବ ।

ରାଜଧାନୀରେ ଘର ଜଗିବ ପୋଲିସ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button