ଦେଶ

ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରଙ୍କ ପ୍ରଥମ ପସନ୍ଦ ହେଉଛି ଆମେରିକା – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ଛାତ୍ରମାନଙ୍କ ପାଇଁ ବିଦେଶରେ ଉଚ୍ଚଶିକ୍ଷା ନିମନ୍ତେ ଆମେରିକା ଶୀର୍ଷ ସ୍ଥାନ ହୋଇଛି । ଆମେରିକାର ଦୂତାବାସ ବିଜ୍ଞପ୍ତିରୁ ଏହା ପ୍ରକାଶ । ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ଭାରତରୁ ଆମେରିକା ଯାତ୍ରା କରିଥିବା ବିଦେଶୀ ଛାତ୍ରଙ୍କ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ପାଇ ୨,୬୮,୯୨୩ରେ ପହଞ୍ଚିଛି ।

ଆମେରିକାର ବୈଦେଶିକ ବିଭାଗ ଓପନ ଡୋରସ ରିପୋର୍ଟକୁ ଅର୍ଥ ପ୍ରଦାନ କରିଥାଏ । ଯାହା ଆମେରିକାର ବିଦେଶୀ ଛାତ୍ର ତଥା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାଶନାଲ ଏଜୁକେଶନ (ଆଇଆଇଇ) ଦ୍ୱାରା ପ୍ରସ୍ତୁତ ଏକ ନିର୍ଦ୍ଦିଷ୍ଟ ବାର୍ଷିକ ସର୍ଭେ ବିଦେଶରେ ପଢୁଥିବା ଆମେରିକୀୟ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ । ଯୁକ୍ତରାଷ୍ଟ୍ରରେ ଆନ୍ତର୍ଜାତୀୟ ଛାତ୍ର ଜନସଂଖ୍ୟାର ଅଭିବୃଦ୍ଧି ହାର ବିଷୟରେ ସୂଚନା ପ୍ରଦାନ କରିବା ସହିତ, ରିପୋର୍ଟର ଉତ୍ପତ୍ତି ସ୍ଥାନ, ଆର୍ôଥକ ସହାୟତା ଉତ୍ସ, ଅଧ୍ୟୟନ କ୍ଷେତ୍ର, ଆୟୋଜକ ଅନୁଷ୍ଠାନ ଏବଂ ଏକାଡେମିକ ସ୍ତର ଉପରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button